ETV Bharat / bharat

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Sep 3, 2020, 7:02 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ବ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । 6 ରାଜ୍ୟର ଅଧିକାରୀଙ୍କ ସହ କରିବେ ଆଲୋଚନା ।

3- ଆଜି କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରକଳ୍ପରେ ପୁଞ୍ଜିନିବେଶ ଉପରେ ହେବ ଆଲୋଚନା ।

4- ଆଜି ଜମ୍ମୁ-କଶ୍ମୀର ଓ ଲଦାଖର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବ PMO । ଖୁବଶୀଘ୍ର ଘୋଷଣା ହୋଇପାରେ କୋଭିଡ ପ୍ୟାକେଜ ।

5- ଆଜି ପୁଣି ବସିବ ଟପ କମାଣ୍ଡରସ୍ତରୀୟ ବୈଠକ । ଭାରତ-ଚୀନ ଅଧିକାରୀ ହେବେ ସାମିଲ ।

6- ଆଜି NSA, CDS ଓ 3 ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । LAC ର କରିବେ ସମୀକ୍ଷା ।

7 - ଆଜି ମୁଖ୍ୟମନ୍ତ୍ରୀଙ୍କ କୋରୋନା ସମୀକ୍ଷା । ଜିଲ୍ଲାୱାରୀ କରିବେ ସ୍ଥିତି ସମୀକ୍ଷା ।

8- ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ - ILS ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । କୋରୋନା ସ୍ଥିତି ନେଇ ହେବ ଆଲୋଚନା ।

9- ଆଜି ରାଜ୍ୟର ବନ୍ୟା ସ୍ଥିତି ଓ କ୍ଷୟକ୍ଷତିକୁ ନେଇ SRC ଙ୍କ ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା ।

10-ଆଜିଠୁ ରାଜ୍ୟରେ ଖୋଲିବ ହୋଟେଲ, ରେସ୍ତୋରାଁ ଓ ବାର୍‌ । ବସି ଭୋଜନ ଓ ପାନୀୟ ଗ୍ରହଣ କରିପାରିବେ ଗ୍ରାହକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.