ETV Bharat / bharat

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Sep 2, 2020, 7:00 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ରାଜ୍ୟରେ ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ପୁନଃନିର୍ମାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ବୈଠକ l

2- ଆଜି ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା । ସତର୍କ ରହିବାକୁ IMDର ପରାମର୍ଶ ।

3- ଆଜି ପୁଣି ବସିବ ଭାରତ-ଚୀନ କମାଣ୍ଡର ସ୍ତରୀୟ ବୈଠକ ।

4- ଆଜି 3 ଦିନିଆ ରୁଷିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରୁଷ ପ୍ରତିପକ୍ଷଙ୍କ ସମେତ ଅନେକ ନେତାଙ୍କୁ କରିବେ ସାକ୍ଷାତ ।

5- ଆଜି LAC ପ୍ରସଙ୍ଗରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ସମୀକ୍ଷା କରିବେ ଏନଏସଏ ଅଜିତ୍‌ ଡୋଭାଲ । ଉପସ୍ଥିତ ରହିବେ ସିଡିଏସ ଓ 3 ସେନା ମୁଖ୍ୟ ।

6- ଆଜି LAC ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ।

7- ଆଜି ଅର୍ଥ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ GDP ରିପୋର୍ଟ ଆସିବା ପରେ ବସୁଛି ବୈଠକ ।

8- ଆଜି ସୁପ୍ରିମକୋର୍ଟରୁ ବିଚାରପତି ଭାବେ ଅବସର ନେବେ ବିଚାରପତି ଅରୁଣ ମିଶ୍ର ।

9- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ପଶ୍ଚିମବଙ୍ଗ, ଛତିଶଗଡ, ଓଡିଶା ଓ ଆନ୍ଧ୍ରକୁ ନେଇ ହେବ କୋରୋନା ସମୀକ୍ଷା । ଖୁବଶୀଘ୍ର ରାଜ୍ୟ ଗସ୍ତ କରିବେ କେନ୍ଦ୍ରୀୟ ଟିମ ।

10- ଆଜି ରାଜ୍ୟରେ କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.