- ଆଜିଠାରୁ ରାଜଧାନୀରେ ଗଡିବ ମୋ ବସ । 8ଟି ରୁଟରେ ଚାଲିବ ନନ-ଏସି ବସ ।
- ଆଜିଠାରୁ ଲଘୁଚାପ ପ୍ରଭାବ । ସାରା ରାଜ୍ୟରେ 2 ଦିନ ଧରି ହେବ ବର୍ଷା ।
- ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ l ରାଜ୍ୟର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କରିବେ ସମୀକ୍ଷା ।
- ଆଜି ମୁଖ୍ୟ ଶାସନ ସଚିବଙ୍କ କୋରୋନା ସମୀକ୍ଷା l ଅତ୍ୟଧିକ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା।
- ଆଜି ରାଜ୍ୟ କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟରେ ସ୍ବଳ୍ପ ବୃଷ୍ଟିପାତ ଓ ଚାଷ କାର୍ଯ୍ୟର ଅଗ୍ରଗତିକୁ ନେଇ ହେବ ଆଲୋଚନା ।
- ଆଜି ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା । ସାମିଲ ହେବେ ଟ୍ରଷ୍ଟର ସଦସ୍ୟ ।
- ଆଜି ଅଯୋଧ୍ୟାରେ ପ୍ରଶାସନର ଶେଷ ପ୍ରସ୍ତୁତି ବୈଠକ । ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ରୁଟରେ ହେବ ରିହର୍ସାଲ ।
- ଆଜି ରେଳ ମନ୍ତ୍ରଣାଳୟର ସମୀକ୍ଷା ବୈଠକ । ନିର୍ମାଣଧୀନ ପ୍ରକଳ୍ପର ହେବ ଅନୁଧ୍ୟାନ ।
- ଆଜି ଠାରୁ ଅଯୋଧ୍ୟାରେ ପହଞ୍ଚିବେ ନିମନ୍ତ୍ରଣ ପାଇଥିବା ଅତିଥି l
- ଆଜି ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଅର୍ଥନୀତି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ।
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଅଯୋଧ୍ୟା
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...