ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - News Today

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

News Today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Jun 28, 2020, 7:11 AM IST

1. ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ, କୋରୋନା ଉପରେ ହେବ ଆଲୋଚନା

2. ରାଜ୍ୟର 11ଜିଲ୍ଲା 48 ଘଣ୍ଟା ଲକଡାଉନର ଆଜି ଦ୍ବିତୀୟ ଦିନ

3. ଆଜି ତିନି ରଥର ହେବ ଦକ୍ଷିଣ ମୋଡ, ଦିନ 12.30ରେ ଆଜ୍ଞାମାଳ ବିଜେ

4. ଆଜିଠୁ ତିନିଦିନ ଭିଜିବ ରାଜ୍ୟ

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

5. ଲଦାଖ ସୀମାରେ ସ୍ଥିତି ଜଟିଳ, ଡ୍ରାଗନକୁ ମୁହଁତୋଡ ଜବାବ ଦେବାକୁ ଭାରତ ପ୍ରସ୍ତୁତ

6. ଆସାମରେ ବନ୍ୟା ପରିସ୍ଥିତି, ସେପଟେ କୋରୋନା ପାଇଁ ଆଜି ସନ୍ଧ୍ୟାରୁ 14ଦିନ ଗୌହାଟୀ ଲକଡାଉନ

7. ବିହାର ଆରଜେଡିର ଉପ-ସଭାପତି ପଦରୁ ବିଜେନ୍ଦର ଯାଦବଙ୍କ ଇସ୍ତଫା

8. 21ଦିନ ପରେ ଦିଲ୍ଲୀରେ ତୈଳ ଦର ଅପରିବର୍ତ୍ତିତ

9. ଭାରତର ନବମ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ 99ତମ ଜନ୍ମବାର୍ଷିକୀ

10. ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ କ୍ରିକେଟ ଟିମ, କୋରୋନା ସଂକ୍ରମିତ 10 ଖେଳାଳି ବାଦ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.