- ଆଜି ସନ୍ଧ୍ୟା 5 ଟାରେ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । କରୋନା ମୁକାବିଲା ଓ ରାଜ୍ୟ ଅର୍ଥନୀତି ଉପରେ ବଡ ନିଷ୍ପତି ।
- ଆଜି ରାଜ୍ୟ ଯୋଜନା ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରକଳ୍ପକୁ ନେଇ ହେବ ଆଲୋଚନା ।
- ଆଜି ଯୁକ୍ତଦୁଇ ପରୀକ୍ଷା ଫଳକୁ ନେଇ ଉଚ୍ଚଶିକ୍ଷା ବିଭାଗର ବୈଠକ ।
- ଆଜିଠୁ ଜୁଲାଇ 31 ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସଟଡାଉନ ।
- ଆଜି ପ୍ରଧାନମନ୍ତ୍ରୀ ଆମେରିକା- ଭାରତ ବ୍ୟାପର ପରିଷଦ (USIBC)ର ଇଣ୍ଡିଆ ଆଇଡିଆ ସମିଟକୁ ସମ୍ବୋଧନ କରିବେ ।
- ଆଜି ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତି ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟର ସମୀକ୍ଷା ବୈଠକ ।
- ଆଜି ପୁଣି କିଛି ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
- ଆଜି ସୁ୍ପ୍ରିମୋ କୋର୍ଟରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହେବ ସ-କୋଜ ନୋଟିସର ଶୁଣାଣି ।
- ଆଜି କର୍ଣ୍ଣାଟକରୁ ଉଠିବ ଲକଡାଉନ । କେବଳ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ କଟକଣା ।
- ଆଜି ସୁପ୍ରିମ କୋର୍ଟରେ ବିସିସିଆଇର ଫୈସଲା । ସଭାପତି ଓ ସମ୍ପାଦକଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ହେବ ଶୁଣାଣି ।
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV Bharat NEWS TODAY
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...