1- ଆଜିଠାରୁ ଜୁଲାଇ 31 ଯାଏଁ ରାଜ୍ୟର 4ଟି ଜିଲ୍ଲା ଓ ରାଉରକେଲାର ମହାନଗର ନିଗମର ସମସ୍ତ କୋର୍ଟ ବନ୍ଦ ।
2- ଆଜିଠାରୁ ଜୁଲାଇ 31 ଯାଏଁ ହାଇକୋର୍ଟ ବନ୍ଦ । VC ଯୋଗେ ଜରୁରୀ ମାମଲାର ଶୁଣାଣି
3- ରାଜ୍ୟରେ ଆଜିଠାରୁ କୋରୋନା ମୁକାବିଲା ପାଇଁ ବ୍ୟାପକ ଥର୍ମାଲ ସ୍କ୍ରିନିଂ ।
4- ଆଜିଠାରୁ MKCG ର OPD କାର୍ଯ୍ୟକ୍ଷମ । ମହାମାରୀ ପାଇଁ ବନ୍ଦ ଥିଲା ଆଉଟ ଡୋର ।
5- ଆଜି ଓଡିଶା ସମେତ 4ଟି ରାଜ୍ୟ ସହ ସ୍ବତନ୍ତ୍ର ଆଲୋଚନା କରିବ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
6- ଆଜି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘରୋଇ ଉଦ୍ୟୋଗୀଙ୍କ ସହ କରିବେ ସ୍ବତନ୍ତ୍ର ଆଲୋଚନା
7- ଆସନ୍ତାକାଲିଠାରୁ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ ଆରମ୍ଊ କରିବ AIIMS
8- ବୟସ୍କ ବ୍ୟକ୍ତିଙ୍କଠାରେ କୋଭିଡ-19 ଭାକ୍ସିନର କାର୍ଯ୍ୟକାରିତ ପରୀକ୍ଷା କରିବ ICMR
9- ଆଜି ଇଂଲଣ୍ଡ-ଇଣ୍ଡିଜ୍ ଟେଷ୍ଟର 4ର୍ଥ ଦିନ
10- ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବଢିଲା ଲକଡାଉନ ଅବଧି