ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 21, 2020, 6:59 PM IST

ନଜର ପକାନ୍ତୁ ଏଇ ଘଣ୍ଟାର କିଛି ବଡ ଖବର ଉପରେ...

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଦୌଡରାଣୀ ଦୁତୀଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଓଡିଶାରୁ ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

2.କୋରୋନା ପରୀକ୍ଷଣରେ ଦେଶର ଦ୍ବିତୀୟ ସ୍ଥାନରେ ଓଡ଼ିଶା

ନିକ କୋରୋନା ପରୀକ୍ଷା କରିବାରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ଯାହା ରାଜ୍ୟ ସରକାରଙ୍କ ସଫଳ କୋରୋନା ମୁକାବିଲାର ଏକ ବଳିଷ୍ଠ ଉଦାହରଣ ବୋଲି ପୁଣି ପ୍ରମାଣିତ ହୋଇଛି ।

3.ଗୋଷ୍ଠୀ ସଂକ୍ରମଣ ମୁହାଁ କୋରୋନା, ଦିନକରେ 1023 ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦିନକରେ 2698 ଆକ୍ରାନ୍ତ ଚିହ୍ନଟ । 10 ମୃତ । 72 ହଜାର ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ।

4.ପୁଣି 10 ମୁଣ୍ଡ ନେଲା କୋରୋନା, 390 ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି ପୁଣି 10 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 390ରେ ପହଞ୍ଚିଛି ।

5.କଳାଜ୍ବରର ଚିକିତ୍ସା ପାଇଁ ନାନୋ ଔଷଧ ଆବିଷ୍କାର କଲେ INST ବୈଜ୍ଞାନିକ

ଇନଷ୍ଟିଚ୍ୟୁଟ ଅଫ ନାନୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (INST)ର ବୈଜ୍ଞାନିକମାନେ କଳାଜ୍ବାର ରୋଗକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଯୌଗିକ ମିଶ୍ରଣ କରି ଏକ ନାନୋ ଔଷଧ ପ୍ରସ୍ତୁତ କରିଛନ୍ତି ।

6.ସମ୍ବଲପୁରରେ ୟୁରିଆ ସାରର ଉତ୍କଟ ଅଭାବ, 3ଗୁଣ ଅଧିକ ଦାମରେ ହେଉଛି କଳାବଜାରୀ

କୋରୋନା କାଳରେ ଚାଷୀର ଅଣ୍ଟା ଭାଙ୍ଗି ଯାଇଥିବାବେଳେ ଏବେ ଚେଇଁ ଉଠିଛନ୍ତି କଳାବେପାରୀ । ୟୁରିଆର ଅଭାବୀ ସମୟରେ ଏମାନେ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ।

7.ତେଲେଙ୍ଗାନା ଅଗ୍ନିକାଣ୍ଡ ଘଟଣା, ପ୍ରଧାନମନ୍ତ୍ରୀଙ୍କ ଶୋକ ବାର୍ତ୍ତା

ଶ୍ରୀସାଇଲମ୍ ହାଇଡ୍ରୋ ଇଲେକ୍ଟ୍ରିକ ପ୍ଲାଣ୍ଟରେ ନିଆଁ ଲାଗି ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

8.ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ଭାରତୀୟ ସଂସ୍କୃତିକୁ ଆପଣାଉଛି ବିଶ୍ୱ । କୋରୋନା କାଳରେ ନମସ୍କାର କରି ଅଭିଭାବଦନ ଜଣାଉଛନ୍ତି ବଡ ବଡ ନେତା ଓ ଅଫିସର ।

9.ଫେସବୁକ ବିବାଦ; କାର୍ଟୁନ ସେୟାର କରି RSS ଓ ବିଜେପିକୁ କଂଗ୍ରେସର ଟାର୍ଗେଟ

ଫେସବୁକକୁ ନେଇ ଜାରି ରହିଛି ରାଜନୀତି ବୟାନ ବାଜି । ଆଜି ପୁଣି ବିଜେପି ଓ ଆରଏସଏସ କୁ ସମାଲୋଚନା କଲା କଂଗ୍ରେସ ।

10.କ୍ରୀଡା ମନ୍ତ୍ରାଣାଳୟର ଘୋଷଣା, ରୋହିତଙ୍କ ସହ 5 ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର

କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି ଜାତୀୟ କ୍ରୀଡା ପୁରସ୍କାର 2020ର ଚୁଡାନ୍ତ ତାଲିକା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.