ETV Bharat / bharat

ଜନତା କର୍ଫ୍ୟୁରେ ଗୋରଖପୁରରେ ଜନ୍ମ ନେଲା କୋରୋନା - janata curfew

ପୁରା ଦେଶରେ କୋରୋନା ଭାଇରସ ସହ ଲଢିବାକୁ ଚେଷ୍ଟା କରୁଛି, ସେ ସମୟରେ ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମ ନେଇଛି କୋରୋନା । ଅଧିକ ପଢନ୍ତୁ...

newborn baby named corona
ଗୋରଖପୁରରେ ଜନ୍ମ ନେଲା କୋରୋନା
author img

By

Published : Mar 22, 2020, 9:59 PM IST

ଲକ୍ଷ୍ନୌ: ପୁରା ଦେଶରେ କୋରୋନା ଭାଇରସ ସହ ଲଢିବାକୁ ଚେଷ୍ଟା କରୁଛି, ସେ ସମୟରେ ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମ ନେଇଛି କୋରୋନା । ଜନତା କର୍ଫ୍ୟୁ ଦିନ ଗୋରଖପୁରରେ ଜନ୍ମ ହୋଇଛି ଏକ ଶିଶୁକନ୍ୟା, ଯାହାର ନାଁ ପରିବାର ଲୋକ କୋରୋନା ରଖିଛନ୍ତି ।

ଗୋରଖପୁରରେ ଜନ୍ମ ନେଲା କୋରୋନା

ଗୋରଖପୁର ଜିଲ୍ଲା ଡାକ୍ତରଖାନାରେ ବବୁଲ ତ୍ରୀପାଠୀ ଓ ପତ୍ନୀ ରାଗିନୀ ତ୍ରିପାଠୀଙ୍କ ଔରସରୁ ରବିବାର ଦିନ 12ଟା 20 ମିନିଟରେ ଜନ୍ମ ନେଇଛି କୋରୋନା । ଝିଅର ଜନ୍ମ ହେବା ପରେ ପରିବାର ଲୋକ କୋରୋନା ନାମ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏଥିରେ ସମ୍ପୁର୍ଣ୍ଣ ପରିବାର ବେଶ୍ ଖୁସି ଥିବାର ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.