ETV Bharat / bharat

ଦାନ ଦେବା ପୂର୍ବରୁ ଧ୍ୟାନ ରଖନ୍ତୁ - hindu,

ହିନ୍ଦୁ ଧର୍ମରେ ପୂଜା, ଧ୍ୟାନ, ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ରହିଛି। ଯେକୌଣସି ଧାର୍ମିକ ଅବସରରେ ଲୋକେ ଗରିବ ଏବଂ ଅସହାୟଙ୍କୁ ଦାନ ଦେଇଥାନ୍ତି। ଦାନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ ହୁଏ।

ପ୍ରତିକାତ୍ମକ ଫଟୋ
author img

By

Published : Feb 19, 2019, 3:20 PM IST

ହିନ୍ଦୁ ଧର୍ମରେ ପୂଜା, ଧ୍ୟାନ, ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ରହିଛି। ଯେକୌଣସି ଧାର୍ମିକ ଅବସରରେ ଲୋକେ ଗରିବ ଏବଂ ଅସହାୟଙ୍କୁ ଦାନ ଦେଇଥାନ୍ତି। ଦାନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ ହୁଏ । ତେବେ ଅନେକ ସମୟରେ ଲୋକେ ଏପରି ବସ୍ତୁ ଦାନ କରି ଦିଅନ୍ତି ଯାହା କରିବା ଅନୁଚିତ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ବସ୍ତୁକୁ ଦାନ କରିବା ଉଚିତ ନୁହେଁ।

ଝାଡୁ

ଝାଡୁକୁ କେବେ ମଧ୍ୟ ଦାନରେ ଦିଅନ୍ତୁ ନାହିଁ । କୁହାଯାଏ କି ଝାଡୁ ଦାନ କରିବା ଦ୍ବାରା ଲକ୍ଷ୍ମୀ ମାତା ଅସନ୍ତୁଷ୍ଟ ହୋଇଥାନ୍ତି । ଫଳରେ ବ୍ୟବସାୟରେ କ୍ଷତି ହୋଇଥାଏ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।

ବାସନକୁସନ

ବାସନକୁସନ ଦାନ ଦେବା ଅନୁଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଷ୍ଟିଲରେ ନିର୍ମିତ ବାସନକୁସନ ଦାନ ଦେବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

ତେଲ

ତେଲ ଦାନ କରିବା ଦ୍ୱାରା ଶନିଦେବଙ୍କ କୃପା ମିଳିଥାଏ । କିନ୍ତୁ ଖରାପ କିମ୍ବା ବ୍ୟବହାର ହୋଇଥିବା ତେଲ ଦାନ କରିବା ଅନୁଚିତ । ଏହା ଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇଥାନ୍ତି ।

ଖାଦ୍ୟ

ଭୋକିଲାକୁ ଖାଦ୍ୟ ଖୁଆଇବା ପୁଣ୍ୟର କାମ ହୋଇଥାଏ । କିନ୍ତୁ ବାସୀ ଖାଦ୍ୟ ଦାନ କରିବା ଅଶୁଭ ମନାଯାଏ । ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

ପ୍ଲାଷ୍ଟିକ

କାହାକୁ ପ୍ଲାଷ୍ଟିକ ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ହ୍ରାସ ହୋଇଥାଏ ।

undefined

Intro:Body:

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମହାସତ୍ୟାଗ୍ରହ

ଭୁବନେଶ୍ବର: ଦୀର୍ଘ 6 ବର୍ଷ ବିତିଗଲା । ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ମିଳିଲାନି । ଟଙ୍କା ଫେରିପାଇବାର ଆଶା ବି ମଉଳିଗଲାଣି । ଶେଷରେ ଅନିର୍ଦ୍ଦିଷ୍ଟ କାଳ ମହାସତ୍ୟାଗ୍ରହରେ ବାହାରିଛନ୍ତି ଜମାକାରୀ । ଭୁବନେଶ୍ବର ଗାନ୍ଧୀମାର୍ଗରେ ନ୍ୟାୟ ପାଇଁ ଚାଲିଛି ଲଢେଇ । କେବେ ଟଙ୍କା ମିଳିବ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜମାକାରୀ ।

ମଙ୍ଗଳବାର ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଦ୍ବାରା ଠକେଇର ଶୀକାର ହୋଇଥିବା ହଜାରହଜାର ଜମାକାରୀ ମାଷ୍ଟର କ୍ୟାଣ୍ଟିନ ଠାରୁ ଏକ ବିଶାଳ ରାଲିରେ ବାହାରିଥିଲେ । ପରେ ଗାନ୍ଧୀମାର୍ଗରେ ମହାସତ୍ୟାଗ୍ରହରେ ବସିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ସରକାର କର୍ପସ ଫଣ୍ଡ ଗଠନ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ଟଙ୍କା ମିଳିପାରିନି । ଯାହାକୁ କଡା ବିରୋଧ କରିଛି ଜମାକାରୀ ମହାସଙ୍ଘ ।

ସୂଚନାଯୋଗ୍ୟ, ରାଜ୍ୟରେ ହୋଇଥିବା ଚିଟଫଣ୍ଡ ମହାଦୁର୍ନୀତିରେ ପ୍ରାୟ ଦୁଇକୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଚିଟଫଣ୍ଡ କମ୍ପାନୀଗୁଡିକ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ହଜାର ହଜାର କୋଟି ଟଙ୍କା ଠକିବାରେ ସଫଳ ହୋଇଥିଲେ । ହେଲେ ଘଟଣାର ତଦନ୍ତ ଦୀର୍ଘଦିନ ହେଲା ଚାଲିଥିଲେ ମଧ୍ୟ ଟଙ୍କା ଫେରିପାଇନାହାଁନ୍ତି କ୍ଷତିଗ୍ରସ୍ତ ଜମାକାରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.