ETV Bharat / bharat

ଶେଷ ପର୍ଯ୍ୟାୟ ମତଦାନ: 3,500 କୋଟିର ନିଶାଦ୍ରବ୍ୟ ଓ ଟଙ୍କା ଜବତ

ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ବାରା 3,500 କୋଟି ଟଙ୍କାର ମଦ ଏବଂ ନିଶାଦ୍ରବ୍ୟ ଜବତ । ଏନେଇ ଘୋଷଣା କରିଛି ନିର୍ବାଚନ କମିଶନ ।

ଡିଜାଇନ ଫଟୋ
author img

By

Published : May 19, 2019, 11:04 PM IST

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସମୟରେ ଜବତ ହେଲା 3,500 କୋଟି ଟଙ୍କାର ମଦ ଏବଂ ନିଶାଦ୍ରବ୍ୟ । ଏନଫୋର୍ସମେଣ୍ଟ ଏଜେନ୍ସି ଜବତ କରିଥିବା ନେଇ ଘୋଷଣା କରିଛି ନିର୍ବାଚନ କମିଶନ ।

ସୂଚନା ଅନୁସାରେ, ମାର୍ଚ୍ଚ 10 ତାରିଖରୁ ମେ 19 ତାରିଖ ମଧ୍ୟରେ 839.03 କୋଟି ନଗଦ ଟଙ୍କା, 294.41 କୋଟି ଟଙ୍କାର ମଦ, 1270.37 କୋଟିର ଡ୍ରଗ୍ସ ଜବତ କରାଯାଇଛି । ଏହାସହ 986.76 ଟଙ୍କାର ସୁନା ଜବତ ହୋଇଛି । ତେବେ ମୋଟ 3449.12 କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.