ETV Bharat / bharat

ଆଫଗାନିସ୍ତାନକୁ ଭାରତର ଭେଟି, ବାୟୁସେନାକୁ ଦେଲା ଦୁଇଟି ମିଗ୍‌-24 ହେଲିକାପ୍ଟର - ମିଗ୍‌-24 ହେଲିକାପ୍ଟର ଦେଲା ଭାରତ

ଆତଙ୍କବାଦୀଙ୍କ ବିରୋଧରେ ଲଢିବା ପାଇଁ ଆଫଗାନିସ୍ତାନକୁ ଦୁଇଟି ମିଗ୍‌-24 ହେଲିକାପ୍ଟର ପ୍ରଦାନ କରିଛି ଭାରତ। ପୂର୍ବରୁ 2015-16ରେ ଭାରତ 4ଟି ହେଲିକାପ୍ଟର ଆଫଗାନିସ୍ତାନକୁ ଦେଇଥିଲା।

ମିଗ୍‌-24 ହେଲିକାପ୍ଟର
author img

By

Published : Oct 16, 2019, 11:17 AM IST

କାବୁଲ: ଆଫଗାନିସ୍ତାନ ବାୟୁସେନାକୁ ଭାରତର ଭେଟି । ଆତଙ୍କବାଦୀଙ୍କ ବିରୋଧରେ ଲଢିବା ପାଇଁ ପୁଣି ଦୁଇଟି ମିଗ୍‌-24 ହେଲିକାପ୍ଟର ପ୍ରଦାନ କରିଛି ଭାରତ। ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାରତୀୟ ଆମ୍ବାସଡର ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହେଲିକପ୍ଟର ହସ୍ତାନ୍ତର କରିଛନ୍ତି।

  • H.E. Vinay Kumar, Indian Ambassador @vkumar1969 handed over the 2nd pair of Mi-24V helicopters to Afg MinDef Asadullah Khalid at a ceremony today. These helicopters are a replacement for the four helicopters gifted by India to Afg in 2015/2016. (1/2) pic.twitter.com/sYSiN7QdVr

    — India in Afghanistan (@IndianEmbKabul) October 15, 2019 " class="align-text-top noRightClick twitterSection" data=" ">

ଏଥିପାଇଁ ଭାରତକୁ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ 2015-16ରେ ଭାରତ ଚାରୋଟି ହେଲିକାପ୍ଟର ଆଫଗାନିସ୍ତାନକୁ ଦେଇଥିଲା।ତେବେ ଏହି ହେଲିକାପ୍ଟରକୁ କାବୁଲର ମିଲିଟାରୀ ବିମାନ ବନ୍ଦରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ଆଫଗାନିସ୍ତାନକୁ ହସ୍ତାନ୍ତର କରିଛି।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.