ETV Bharat / bharat

ବିଜେପି-ଶିବସେନା ଟଣାଓଟରା, କାର୍ଟୁନରେ କଟାକ୍ଷ କଲା ଏନସିପି

author img

By

Published : Oct 30, 2019, 3:05 PM IST

Updated : Oct 30, 2019, 3:11 PM IST

ମହାରାଷ୍ଟ୍ରରେ ଲାଗିରହିଥିବା ମୁଖ୍ୟମନ୍ତ୍ରୀ ପଦପାଇଁ ବିଜେପି ଓ ଶିବସେନା ମଧ୍ୟରେ କଳିକୁ ଏନସିପି କାର୍ଟୁନ ମାଧ୍ୟମରେ କଟାକ୍ଷ କରିଛି । କାର୍ଟୁନରେ ବିଜେପିର ଚିହ୍ନ ପଦ୍ମଫୁଲ ଓ ଶିବସେନାର ଧନୁ-ତୀରକୁ ପ୍ରଦର୍ଶନ କରାଯାଇଛି ।

ଫୋଟ ସୌଜନ୍ୟ : ସୋସିଆଲ ମିଡିଆ

ହାଇଦ୍ରାବାଦ: ମହାରାଷ୍ଟ୍ରରେ ଲାଗିରହିଥିବା ମୁଖ୍ୟମନ୍ତ୍ରୀ ପଦପାଇଁ ବିଜେପି ଓ ଶିବସେନା ମଧ୍ୟରେ କଳିକୁ ଏନସିପି କାର୍ଟୁନ ମାଧ୍ୟମରେ କଟାକ୍ଷ କରିଛି ।

ରାଷ୍ଟ୍ରିୟବାଦୀ କଂଗ୍ରେସ ପାର୍ଟିର ପ୍ରବକ୍ତା ମଙ୍ଗଳବାର ଦିନ କାର୍ଟୁନରେ ବିଜେପିର ଚିହ୍ନ ପଦ୍ମଫୁଲ ଓ ଶିବସେନାର ଧନୁ-ତୀରକୁ ପ୍ରଦର୍ଶନ କରାଯାଇଛି । କାର୍ଟୁନରେ ତୀର ମାଧ୍ୟମରେ ପଦ୍ମଫୁଲକୁ ଲକ୍ଷ୍ୟ ଭେଦ କରାଯାଉଥିବା ଦର୍ଶାଯାଇଛି । କାର୍ଟୁନରେ ମରାଠୀ ଭାଷାରେ ଲେଖାଯାଇଛି ' ଏକ କାହାୱତ ହୈ, ‘ସର ପର ଲଟକନା' ।

ncp-target-bjp-and-sivsena-through-cartun-in-maharasthara-drama
ଫଟ ସୌଜନ୍ୟ : ସୋସିଆଲ ମିଡିଆ

ଉଦ୍ଧବ ଠାକରେ ନେତୃତ୍ବରେ ପାର୍ଟି କ୍ଷମତା ପାଇଁ 50-50 ଫର୍ମୁଲାରେ ପ୍ରୟୋଗ ପାଇଁ ଅଡି ବସିଛନ୍ତି । ଯେଉଁଥିରେ କି ଦୁଇ ଦଳ ମଧ୍ୟରେ ଅଢେଇ ବର୍ଷ ଲେଖାଏଁ ଶାସନ କ୍ଷମତା ରହିବ । ବିଜେପିର ବରିଷ୍ଠ ନେତା ଚନ୍ଦ୍ରକାନ୍ତ ପଣ୍ଡିତ କହିଛନ୍ତି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଗାମୀ ସରକାର ଗଠନର 50-50 ଫର୍ମୁଲାର ଅନ୍ତିମ ରୂପ ଦେବେ ବୋଲି କହିଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ବିଜେବ 105 ଓ ଶିବସେନା 56 ଟି ସିଟରେ ବିଜୟ ଲାଭ କରିଛନ୍ତି । କିନ୍ତୁ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ଦାବି କରି ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଗଠନ ହୋଇପାରିନାହିଁ ।

Intro:Body:

BLANK FOR LINK 

Conclusion:
Last Updated : Oct 30, 2019, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.