ETV Bharat / bharat

ଶିବସେନାରେ ସାମିଲ ହେବେ ସୋପାଲ - ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିବାହୁ ବାଗଡେଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ସୋଲାପୁରର ବରଷି ବିଧାନସଭାରୁ ଏନସିପି ବିଧାୟକ ଦିଲିପ ସୋପାଲ । ଶିବସେନାରେ ସାମିଲ ହେବେ ସୋପାଲ ।

ଫାଇଲ ଫଟୋ
author img

By

Published : Aug 28, 2019, 12:11 PM IST

ମୁମ୍ବାଇ: ପଶ୍ଚିମ ମହାରାଷ୍ଟ୍ର ଗଡରେ ଏନସିପିକୁ ଝଟକା । ପାର୍ଟିର ବରିଷ୍ଟ ବିଧାୟକ ଦିଲିପ ସୋପାଲ ଇସ୍ତଫା ଦେଇଛନ୍ତି । ସୋପାଲ ସୋଲାପୁରର ବରଷି ବିଧାନସଭା ଆସନରୁ ବିଧାୟକ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିବାହୁ ବଗଦେଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଏନସିପିରୁ ଇସ୍ତଫା ଦେବା ପରେ ଦିଲିପ ବୁଧବାର ଶିବସେନାରେ ସାମିଲ ହେବାନେଇ ଜଣା ପଡିଛି । ନିକଟରେ କରମାଳାରେ ଏନସିପି ନେତା ରଶ୍ମୀ ବାଗଲ ଶିବସେନାରେ ସାମିଲ ହୋଇ ପାର୍ଟିକୁ ଝଟକା ଦେଇଥିଲେ ।

ଗୋଟିଏ ପରେ ଗୋଟିଏ ନେତାଙ୍କ ଇସ୍ତଫାରେ ଏନସିପିର ପାଓ୍ବାର ଧିରେ ଧିରେ କମି କମି ଯାଉଛି । ସୋପାଲଙ୍କ ଇସ୍ତଫା ପରେ ପଶ୍ଚିମ ମହାରାଷ୍ଟ୍ରରେ ଏନସିପିର ଗଡ ଭାବେ ପରିଚିତ ସୋଲାପୁରରେ ଏନସିପି ବିଲୁପ୍ତ ପ୍ରାୟ ନଜର ଆସୁଛି ।

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.