ETV Bharat / bharat

173 ସୀମାନ୍ତ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ଏନସିସି ସମ୍ପ୍ରସାରଣକୁ ରାଜନାଥଙ୍କ ଅନୁମୋଦନ - ଏନସିସି ସମ୍ପ୍ରସାରଣକୁ ରାଜନାଥଙ୍କ ଅନୁମୋଦନ

ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନସିସି ସମ୍ପ୍ରସାରଣ କରାଯିବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଆଜି ଅନୁମୋଦ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ଏନସିସି ସମ୍ପ୍ରସାରଣକୁ ରାଜନାଥଙ୍କ ଅନୁମୋଦନ
ଏନସିସି ସମ୍ପ୍ରସାରଣକୁ ରାଜନାଥଙ୍କ ଅନୁମୋଦନ
author img

By

Published : Aug 16, 2020, 2:49 PM IST

ନୂଆଦିଲ୍ଲୀ : ଏନସିସିର ସମ୍ପ୍ରସାରଣକୁ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ଦ୍ବାରା ସୀମାନ୍ତ ଓ ଉପକୂଳବର୍ତ୍ତୀ ଅଞ୍ଚଳର ଯୁବପିଢିଙ୍କ ଆକାଂକ୍ଷାକୁ ପୂରଣ କରିବ । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏନେଇ ଘୋଷଣା କରିଥିଲେ । ରବିବାର ଏହାକୁ ରାଜନାଥ ସିଂ ଅନୁମୋଦନ କରିଛନ୍ତି । ରାଜ୍ୟଗୁଡିକ ସହଭାଗିତାରେ ଏନସିସି ବିସ୍ତାର ଯୋଜନା କାର୍ଯ୍ୟକାରୀ ହେବ।

173 ସୀମା ଓ ଉପକୂଳବର୍ତ୍ତୀ ଜିଲ୍ଲାରୁ ସମୁଦାୟ 1 ଲକ୍ଷ କ୍ୟାଡେଟ ଏନସିସିରେ ଭର୍ତ୍ତି ହେବେ । ଯେଉଁଥିରେ ଏକ ତୃତୀୟାଂଶ କେବଳ ବାଳିକାଙ୍କୁ ସୁଯୋଗ ଦିଆଯିବ । ଏଥିପାଇଁ 1000ରୁ ଅଧିକ ସ୍କୁଲ ଓ କଲେଜ ଚୟନ କରାଯାଇଛି ଯେଉଁଠି ଏନସିସି ଆରମ୍ଭ ହେବ ।

ଏନସିସି ସମ୍ପ୍ରସାରଣ ବ୍ୟତୀତ, 83 ଏନସିସି ୟୁନିଟକୁ ଅପଗ୍ରେଡଟ (ଆର୍ମିରେ 53, ନାଭି 20, ଏୟାର ଫୋର୍ସ10) କରାଯିବ ଯେଉଁମାନେ ସୀମାନ୍ତ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶୀକ୍ଷଣ ପ୍ରଦାନ କରାଯିବ ।

ସୀମାନ୍ତ ଅଞ୍ଚଳରେ ଏନସିସି କ୍ୟାଡେଟଙ୍କୁ ପ୍ରଶାସନିକ ସହାୟତା ଓ ପ୍ରଶୀକ୍ଷଣ ଦେବ ଆର୍ମି । ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନାଭି ତାଲିମ ଦେବ । ସେହିଭଳି ବାୟୁସେନା ଷ୍ଟେସନ ନିକଟରେ ଅବସ୍ଥିତ ଏନସିସି ୟୁନିଟକୁ ବାୟୁସେନା ସହାୟତା ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.