ETV Bharat / bharat

ନକ୍ସଲଙ୍କ ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ଗ୍ରାମବାସୀକୁ ହତ୍ୟା

author img

By

Published : Nov 11, 2019, 1:49 PM IST

ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ନକ୍ସଲଙ୍କ ହତ୍ୟା । ଛତିଶଗଡ ସୁକମା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲଙ୍କ ହତ୍ୟା

ସୁକମା: ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲଙ୍କ ହତ୍ୟା । ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ । ଛତିଶଗଡ ସୁକମା ଅଞ୍ଚଳର ଯାଗରଗୁଣ୍ଡାର ଗାଁର ହୁଙ୍ଗାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସୁଦାମ ହୁଙ୍ଗା ।

ସୂଚନାଯୋଗ୍ୟ, ଗୋଟିଏ ସପ୍ତାହ ପୂର୍ବରୁ ହୁଙ୍ଗାକୁ ଉଠାଇ ନେଇଥିଲେ ନକ୍ସଲ । ଗତ ରବିବାର ତାକୁ ମାରିବା ପରେ କମପୋରା ଅଞ୍ଚଳରେ ଫିଙ୍ଗି ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ଏକ ପେପର ପାଇଥିବାବେଳେ ସେଥିରେ ହୁଙ୍ଗା ପୋଲିସ ଇନଫର୍ମର ବୋଲି ଲେଖାଯାଇଥିଲା । ତେବେ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ପୋଲିସ ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.