ETV Bharat / bharat

ଆଇଏନ୍‌ଏସ ସିନ୍ଧୁଧ୍ବଜରେ ଆନ୍ତର୍ଜାତୀୟ ଯୋଗ ଦିବସ

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଭାରତୀୟ ଜଳସେନାରେ କାର୍ଯ୍ୟରତ ଅଧିକାରୀ ଆଇଏନ୍‌ଏସ ସିନ୍ଧୁଧ୍ବଜରେ ଯୋଗାଭ୍ୟାସ କରିଛନ୍ତି।

author img

By

Published : Jun 21, 2019, 2:29 PM IST

ଫଟୋ ସୌଜନ୍ୟ: ଏଏନ୍‌ଆଇ

ନୂଆଦିଲ୍ଲୀ: ଭାରତୀୟ ଜଳସେନା ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଜଳସେନା ଅଧିକାରୀ ଆଇଏନ୍‌ଏସ ସିନ୍ଧୁଧ୍ବଜରେ ଯୋଗାଭ୍ୟାସ କରିଛନ୍ତି।

ଭାରତୀୟ ପରମ୍ପରାରୁ ଯୋଗର ଉତ୍ପତ୍ତି ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ଜାତିସଂଘ ପକ୍ଷରୁ 2015 ମସିହାରୁ ଜୁନ 21ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳିତ ହୋଇଆସୁଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.