ETV Bharat / bharat

ସରକାରୀ ବଙ୍ଗଳା ଖାଲି କଲେ ସିଦ୍ଧୁ

author img

By

Published : Jul 21, 2019, 9:39 PM IST

ଇସ୍ତଫା ଗୃହିତ ପରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ନିଜର ସରକାରୀ ବଙ୍ଗଳା ଖାଲି କରିଥିବା ନେଇ ଟ୍ବିଟ କରି କହିଛନ୍ତି ।

ଫାଇଲ ଫଟୋ

ଚଣ୍ଡିଗଡ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ସରକାରଙ୍କ ଦ୍ବାରା ଆବଣ୍ଟିତ ସରକାରୀ ବଙ୍ଗଳାକୁ ରବିବାର ଖାଲି କରିଦେଇଛନ୍ତି । ଏନେଇ ସିଦ୍ଧୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

ପଞ୍ଜାବ କ୍ୟାବିନେଟରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସିଦ୍ଧୁଙ୍କ ଇସ୍ତଫା ଗୃହିତ ହୋଇଯାଇଥିଲା । ପରେ ମନ୍ତ୍ରୀ ବଙ୍ଗାଳା ଖାଲି କରିବାକୁ ନେଇ ବାରମ୍ବାର ପ୍ରଶ୍ନ କରାଯାଉଥିବା ବେଳେ ସିଦ୍ଧୁ ସମ୍ବାଦିକଙ୍କଠାରୁ ଦୂରେଇ ରହୁଥିଲେ । ମାତ୍ର ରବିବାର ବଙ୍ଗଳା ଖାଲି କରି ପଞ୍ଜାବ ସରକାରଙ୍କୁ ହସ୍ତଗତ କରିଦେଇଥିବା ସିଦ୍ଧୁ ଟ୍ବିଟ କରି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ସିଦ୍ଧୁଙ୍କ ଗୋଟିଏ ଧାଡିରେ ଲେଖାଯାଇଥିବା ଇସ୍ତଫା ପତ୍ରକୁ ସ୍ବୀକାର କରିବା ସହ ମଞୁରୀ ପ୍ରଦାନ କରିବା ପରେ ରାଜ୍ୟପାଳଙ୍କ ପାଖକୁ ପଠାଇ ଦେଇଥଲେ । ରାଜ୍ୟପାଳ ମଧ୍ୟ ସିଦ୍ଧୁଙ୍କ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.