ETV Bharat / bharat

ନାସା ନିର୍ମାଣ କରିବ ଇଲେକ୍ଟ୍ରିକ ଏୟାରକ୍ରାଫ୍ଟ - airline

ପ୍ରଥମ ଥର ପାଇଁ ନାସା, ଇଲେକ୍ଟ୍ରିକ ବିମାନ ନିର୍ମାଣ କରିବା ପାଇଁ ଭାବୁଛି । ଏହାର ନାମ ଛିତା (CHEETA) ରଖାଯିବ ବୋଲି ପ୍ରକାଶ। ଏହାର ନିର୍ମାଣ ପାଇଁ ନାସା 60 ଡଲାର ଖର୍ଚ୍ଚ କରିବ ।

ପ୍ରତିକାତ୍ମକ ଫଟୋ
author img

By

Published : May 16, 2019, 12:55 PM IST

ୱାଶିଂଟନ : ନାସା ଏମିତି ଏକ ଏୟାରକ୍ରାଫ୍ଟ ନିର୍ମାଣ କରିବା ପାଇଁ ଭାବୁଛି ଯାହା ସବୁଜ ଗୃୃହ ଗ୍ୟାସ ବିକିରଣ କରିବ ନାହିଁ । ନାସା ଏହାକୁ ନେଇ ଗବେଷଣା ଆରମ୍ଭ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ହାଇଡ୍ରୋଜେନ ଇନ୍ଧନ ଗ୍ୟାସ ଖୋଜା ଯାଉଛି। ପ୍ରଥମ ଥର ପାଇଁ ଏକ ବଡ ବିମାନ ପାଇଁ ହାଇଡ୍ରୋଜେନ ଗ୍ୟାସ ବ୍ୟବହାର କରାଯାଉଛି ।

ସୂଚନା ଅନୁସାରେ, ଏହି ପରିଯୋଜନାର ନେତୃତ୍ବ ଆମେରିକାର ଇଲିନୋଇ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ମାନେ କରୁଛନ୍ତି । ଏଥିରେ ଏରୋସ୍ପେସ ଇଞ୍ଜିନୟର ଫିଲିପ,ଇଲେକ୍ଚ୍ରିକାଲ ଇଞ୍ଜିନିୟର କିରୁବା ଏବଂ ତାଙ୍କର ସାଥି ସାମିଲ ଅଛନ୍ତି। ଏହି ଏୟାରକ୍ରାଫ୍ଟର ନାମ ଛିତା (CHEETA) ରଖାଯାଇଛି।

ତିନି ବର୍ଷର ଏହି ପରିଯୋଜନା ପାଇଁ ନାସା 60 ଡଲାର ଖର୍ଚ୍ଚ କରୁଛନ୍ତି । ପୂର୍ବରୁ କାର ଏବଂ ଟ୍ରେନରେ ବିଜୁଳି ଆସିବା ପାଇଁ ହାଇଡ୍ରୋଜେନ ସେଲ ବ୍ୟବହାର କରାଯାଉଥିଲା।

SLUG  : SUMMER SEASON 

FORMAT : PKG

REPORT : DEBASIS MOHAPATRA / BHADRAK

DATE : 16.05.2019

ANCHOR :  ଦିନକୁ ଦିନ ଭଦ୍ରକରେ ଦିନର ତାପାମାତ୍ରା ବୃଦ୍ଧିପାଉଛି ଦିନ 10 ଟା ପରଠାରୁ ଅସହ୍ୟ ତାତି ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି ଲୋକେ ନିଜ ଆବଶ୍ୟକତା ପାଇଁ ବାହାରକୁ ବାହାରୁଛନ୍ତି ତାତି ଏପରି ଯେ ଦିନ ଗୋଟାଏ ବେଳକୁ ରାସ୍ତାଘାଟ ସବୁ ଖାଁ ଖାଁ ହୋଇପଡୁଛି  ହେଲେ ଏଥିପ୍ରିତି ଜିଲ୍ଲା ପ୍ରଶାସନର ନିଘା ନାହିଁ ବୋଲି ଅଭିଯୋଗ ହେଉଛି  ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। 

Vo_1: ଭଦ୍ରକ ଜିଲ୍ଲାରେ ତାପା ମାତ୍ରା ବଢି ଚାଲିଛି । ସକାଳ 10 ଟା ବେଳକୁ ପାରଦ 35 ଡିଗ୍ରୀ ହେବା ସହ ଅପରାହ୍ନ ଗୋଟାଏ ବେଳକୁ ତାପାମାତ୍ରା 40 ଡିଗ୍ରୀ ଟପୁଛି। ତେଣୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ଏଥିସହ ଘନ ଘନ ବିଜୁଳି କାଟ୍ ଲୋକଙ୍କ ଦୁର୍ଦ୍ଦଶା ଦୁଇଗୁଣିତ କରୁଛି। ଅନ୍ୟପକ୍ଷରେ ନା କେଉଁଠି ବସିବା ପାଇଁ ଉପଯୁକ୍ତ ସ୍ଥାନ ଅଛି ନା କେଉଁଠି ଜଳଛତ୍ରର ବ୍ୟବସ୍ଥା ଅଛି ଲୋକେ ନିଜ ନିଜର ଆବଶ୍ୟକତାକୁ ଲକ୍ଷ୍ୟ କରି ବାହାରକୁ ଆସୁଛନ୍ତି । ବିଶେଷ କରି ଲୋକେ ଛାଇ ପାଇଁ ବ୍ରିଜ ତଳେ କିମ୍ବା ରାସ୍ତା କଡରେ ଥିବା ଦୋକାନ ମାନଙ୍କୁ ଦେଖିବାକୁ ମିଳୁଛି । ଏଥିସହ ରାସ୍ତା କଡରେ ଥିବା ଲେମ୍ବୁ ସରବତ, ଆଖୁରସ, ଲସି ଦୋକାନରେ ଲୋକଙ୍କ ଭିଡ ଜମୁଛି  ଅଂଶୁଘାତ ଜନିତ ଚିକିତ୍ସା, ପାନୀୟଜଳ ପାଇଁ କୌଣସି ସୁବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ହେଉଛି  ତେଣୁ ଭଦ୍ରକ ବାସିନ୍ଦାଙ୍କ ସମେତ ଏଠାକୁ ଆସିଥିବା ଲୋକେ ମଧ୍ୟ ଖରାରେ ସିଝୁଛନ୍ତି ଦିନ ଗୋଟାଏ ବେଳକୁ ରାସ୍ତା ଘାଟ ଖାଁ ଖାଁ ଲାଗୁଛି

Bite_1 : ପ୍ରିୟଦର୍ଶନ ବୋଇତି (ଭଦ୍ରକ ବାସିନ୍ଦା)

Bite_2 : ଶିବପ୍ରସାଦ ମହାନ୍ତି (ଭଦ୍ରକ ବାସିନ୍ଦା)

VO-2: ଗୋଟିଏ ପାଖରେ ଜିଲ୍ଲାର ତାପମାତ୍ର ଦିନକୁ ଦିନ ବଢୁଥିବା ବେଳେ ଜିଲ୍ଲାପ୍ରଶାସନ ପୌରପାଳିକର ମନମୁଖୀ ନିତୀ ପାଇଁ ଭଦ୍ରକ ବାସିନ୍ଦାଙ୍କ ସମେତ ଏଠାକୁ ଆସୁଥିବା ଯାତ୍ରୀ ମାନେ ନାହିଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନିଜର ଜରୁରୀ କାମ ଥିଲେ ଯାତ୍ରୀ ମାନେ ଏଠାକୁ ଆସୁଛନ୍ତି ହେଲେ କୌଣସି ସୁବିଧା ସୁଯୋଗ ପାଉନାହାଁନ୍ତି ବୋଲି ଅଭିଯୋଗ ହେଉଛି  ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। 

Bite_3 : ପ୍ରସନ୍ନ ମହାପାତ୍ର (ପଥଚାରୀ)

Bite_4 : କୁନି (ପଥଚାରୀ)

FVO : ଫୋନି ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭଦ୍ରକ ଜିଲ୍ଲା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ftp ରେ ଭିଜୁଆଲ ଏବଂ ବାଇଟ ଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.