ETV Bharat / bharat

ମୋଦି ଜ୍ୟାକେଟ ପରେ ଆସୁଛି ଶାଢୀ

"କରୋଡ ଜାନେ ୱାଲୋ କା ମେଲା ହେ, କନ କେହେତା ହେ କି ମୋଦୀ ଅକେଲା ହେ" ଏହା କେଉଁ ପୋଷ୍ଟର ହୋଡିଂ ନୁହେଁ କି କେଉଁ କବିର ଲେଖା ନୁହେଁ । ବରଂ ଏହା ହେଉଛି ନମୋ ଶାଢୀ ପାଇଁ ନୂଆ ନାରା ।

author img

By

Published : Feb 13, 2019, 3:49 PM IST

Updated : Feb 13, 2019, 4:02 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଗୁଜୁରାଟ: "କରୋଡ ଜାନେ ୱାଲୋ କା ମେଲା ହେ, କନ କେହେତା ହେ କି ମୋଦୀ ଅକେଲା ହେ" ଏହା କେଉଁ ପୋଷ୍ଟର ହୋଡିଂ ନୁହେଁ କି କେଉଁ କବିର ଲେଖା ନୁହେଁ । ବରଂ ଏହା ହେଉଛି ନମୋ ଶାଢୀ ପାଇଁ ନୂଆ ନାରା ।

ତେବେ ଲୋକସଭା ନିର୍ବାଚନ ଆଗକୁ ଥିବା ବେଳେ ସବୁ ରାଜନୈତିକ ଦଳ ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସାଧାରଣ ଜନତାଙ୍କ ଠାରୁ ଭୋଟ ହାତେଇବା ପାଇଁ ବିଜେପିର ଏହା ଏକ ପ୍ରକାର ଫର୍ମୁଲା ବୋଲି ଧରାଯାଉଛି । କାରଣ ପ୍ରତ୍ୟେକ ପାର୍ଟି ନିର୍ବାଚନକେ ବାଜି ମାରିବା ପାଇଁ ପ୍ରୟାସ କରୁଛନ୍ତି ।

କିଛିଦିନ ପୂର୍ବରୁ ନମୋ ସାର୍ଟ, ନମୋ ରାକ୍ଷୀ, ନମୋ କଏନ ଓ ନମୋ ହୁଡି ବଜାରକୁ ଆସି ସାରିଛି । ତେବେ ଏବେ ନମୋ ବ୍ରାଣ୍ଡର ଶାଢୀ ବଜାରକୁ ପ୍ରବେଶ କରିବ । ଏଥିରେ ମୋଦୀଙ୍କ ଫଟୋ ସହ ବିଜେପିର ହଳୀୟ ଚିହ୍ନ ପଦ୍ମ ଚିତ୍ର ରହିଛି । ଆଜ୍ଞା ହଁ ଏ ଘଟଣା ସତ, ଏହି ଶାଢୀ ପ୍ରସ୍ତୁତ କରିବା ପାଇଁ ସୁରଟର ଜଣେ ବ୍ୟବସାୟୀଙ୍କୁ 5 ଲକ୍ଷ ଶାଢୀର ଅର୍ଡର ମିଳିଛି ।

ତେବେ ଶାଢୀରେ ବିଭିନ୍ନ ପ୍ରକାର ପ୍ରିଣ୍ଟି ରହିଛି । କେତେକ ଯାଗାରେ ମୋଦି ସିଂହ ଭଳି ଦେଖାଯାଉଛନ୍ତି । ଶାଢୀ ଗୁଡିକରେ ଏମ୍ବ୍ରୋଡୋରୀ କାରୁକାର୍ଯ୍ୟ କରାଯାଇଛି । କେବଳ ଶାଢୀ ନୁହେଁ ଏହାର ପ୍ୟାକିଂ ମଧ୍ୟ ବିଜେପିର ପବ୍ଲିସିଟି ୱାର୍କ ପାଇଁ କାମ କରୁଛି । ଏହି ସମସ୍ତ ପ୍ୟାକେଟରେ ବ୍ୟବସାୟୀ ଜଣକ ବିଜେପିର ବିଭିନ୍ନ ଜନହିତକାରୀ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।ଯେପରି ବିଜେପିର ଲୋକପ୍ରିୟ ନାରା ସବକା ସାଥ୍, ସବକା ବିକାଶ ଓ ନମୋ ଏଗେନ ମିଶନ 2019 ।

undefined

Intro:Body:

ପଞ୍ଚାୟତ ଗୃହ ନିର୍ମାଣ ଦାବିରେ ବ୍ଲକ ଅଫିସ ଘେରିଲେ ଦୁଧହଂସା ପଞ୍ଚାୟତବାସୀ

ବାଲେଶ୍ବର: ନୂଆ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ବ୍ଲକ ଅଫିସ ଘେରିଲେ ଦୁଧହଂସା ପଞ୍ଚାୟତବାସୀ । ନବଗଠିତ ଦୁଧହଂସା ପଞ୍ଚାୟତର ନୂତନ ଗୃହ ପାଇଁ  ସ୍ଥାନ ଚୟନ ସହିତ, ବିଭାଗ  ନାମରେ ରେଜେଷ୍ଟ୍ରି ସରିଛି । 

ହେଲେ କାର୍ଯ୍ୟ ଆରମ୍ଭ ହୋଇନଥିବା ପଞ୍ଚାୟତବାସୀ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ଏହି ପଞ୍ଚାୟତ ଗୃହ ନିର୍ମାଣ ପ୍ରକ୍ରିୟାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ପ୍ରତିବାଦ କରି ବସ୍ତା ବିଡ଼ିଓ କାର୍ଯ୍ୟାଳୟ ଘେରାଉ କରିଛନ୍ତି ପଞ୍ଚାୟତବାସୀ । 

ସେମାନଙ୍କ ଦାବି ଅନୁସାରେ ଯଦି ବିଡ଼ିଓ ତୁରନ୍ତ କାର୍ଯ୍ୟ ଆରମ୍ଭ ନକରନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ । ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ପଞ୍ଚାୟତର ଯୁବ ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି । 

ତେବେ ବସ୍ତା ବିଡ଼ିଓ କୁକୁମିନା ଦାଶଙ୍କୁ ପଚାରିବାରୁ ସରକାରଙ୍କ ନୀତିନିୟମ ଅନୁଯାୟୀ ସ୍ଥାନ ନିରୂପଣ କରି ପଞ୍ଚାୟତ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ନ୍ୟୁଜ

Bite- ପୂର୍ଣଚନ୍ଦ୍ର ଜେନା ( ଯୁବ ସଭାପତି)

Bite- କୁକୁମିନା ଦାଶ୍ ( ବିଡ଼ିଓ ବସ୍ତା)

Conclusion:
Last Updated : Feb 13, 2019, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.