ETV Bharat / bharat

ମୋଦିଙ୍କ ଉପରେ ମନ୍ତବ୍ୟ ଦେଲେ ଓୱେସି - muslim

ଯଦି ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଯାଇ ପାରିବେ । ମୁସଲମାନ ମଧ୍ୟ ସେମିତି ଗର୍ବରେ ମସଜିଦ ଯାଇ ପାରିବେ । ମୁସଲିମ ମାନଙ୍କର ମଧ୍ୟ ସମାଜରେ ସମାନ ଅଧିକାର ରହିଛି ବୋଲି କହିଲେ ଓୱେସି ।

ଫାଇଲ ଫଟୋ
author img

By

Published : Jun 1, 2019, 6:09 PM IST

ନୂଆଦିଲ୍ଲୀ : ଏଆଇଏମଆଇଏମ(AIMIM)ର ମୁଖ୍ୟ ଅସଦୁଦ୍ଦିନ ୱବେସିଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ମନ୍ତବ୍ୟ । ଯଦି ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଯାଇ ପାରିବେ । ମୁସଲମାନ ମଧ୍ୟ ସେମିତି ଗର୍ବରେ ମସଜିଦ ଯାଇ ପାରିବେ । ମୁସଲିମ ମାନଙ୍କର ମଧ୍ୟ ସମାଜରେ ସମାନ ଅଧିକାର ରହିଛି ।

ଦେଶର ମୁସଲମାନ ମଧ୍ୟ ଅନ୍ୟ ମାନଙ୍କ ସହ ସମାନ । ଭଡାଟିଆ ଭଳି ନୁହେଁ ଅଧିକାରର ସହ ବଞ୍ଚିବା ଉଚିତ । ବିଜେପିର ପୁଣି କମବ୍ୟାକକୁ ଭୟ ନକରିବା ଉଚିତ୍ । ଅଧିକ ଆସନ ହାସଲ କରିଥିବା ଯୋଗୁଁ ସେ ମନଇଚ୍ଛା କାମ କରିବା ତାହା ଭାବିବା ଅନୁଚିତ ।

ମୋ ଦଳ କେବଳ ଗରିବ ଏବଂ ଦଳିତଙ୍କ ପାଇଁ ଲଢେଇ କରିବ । ପ୍ରକାଶ ଆମ୍ବେଦକରଙ୍କୁ ବଡ ଭାଇ ଭବେ ସମ୍ବୋଧନ କରିଛନ୍ତି ଓବେସି । ମୁସଲମାନ, ଦଳିତଙ୍କ ଏକତା ପାଇଁ ମାହାରାଷ୍ଟ୍ର ଔରଙ୍ଗାବାଦ ଆସନରୁ ଆମ ଦଳ ବିଜୟୀ ହୋଇଛି ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.