ETV Bharat / bharat

ଅଯୋଧ୍ୟା ମାମଲା: 5 ଦିନିଆ ଶୁଣାଣୀକୁ ମୁସଲିମ ସମ୍ପ୍ରଦାୟର ବିରୋଧ - ଜମି ବିବାଦ

ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦରେ ସୁପ୍ରିମକୋର୍ଟରେ ଚାଲିଥିବା ପାଞ୍ଚ ଦିନିଆ ଶୁଣାଣୀକୁ ମୁସଲିମ ସମ୍ପ୍ରଦାୟର ପକ୍ଷରୁ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 9, 2019, 1:24 PM IST

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦରେ ସୁପ୍ରିମକୋର୍ଟର ଚାଲିଥିବା ଶୁଣାଣୀ ଚତୁର୍ଥ ଦିନରେ ପହଞ୍ଚିଛି । ତେବେ ଏହି ପାଞ୍ଚ ଦିନିଆ ଶୁଣାଣୀକୁ ମୁସଲମାନଙ୍କ ପକ୍ଷରୁ ବିରୋଧ କରାଯାଇଛି । ଏହା ଦ୍ବାରା କିଛି ନିର୍ଣ୍ଣୟ ନିଆଯାଇ ପାରିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି।

ସୁପ୍ରିମକୋର୍ଟ ପାଞ୍ଚ ଦିନିଆ ଶୁଣାଣୀ କରୁଥିବା ବେଳେ ସମୟ କମ ଥିବାରୁ ପ୍ରସ୍ତୁତ ହୋଇ ନଥିବା ସେମାନଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିକଟରେ ଏନେଇ ସେମାନେ ନିଜର ପକ୍ଷ ରଖିଛନ୍ତି। ଜମି ବିବାଦର ସମାଧାନ ପାଇଁ ଗଢାଯାଇଥିବା ମଧ୍ୟସ୍ଥତା କମିଟି ବିଫଳ ହୋଇଥିଲା । ପରେ ସୁପ୍ରିମକୋର୍ଟ ଏହାର 5 ଦିନିଆ ଶୁଣାଣୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.