ETV Bharat / bharat

ବାଲ୍‌ ହନୁମାନଙ୍କୁ କାନ୍ଧେଇ ପ୍ରସାଦ ବାଣ୍ଟୁଛନ୍ତି ମୁସଲମାନ ଯୁବକ, ଫଟୋ ଭାଇରାଲ

ଦେଶରେ ଅଲୀ-ବଜରଙ୍ଗବଲୀ, ହିନ୍ଦୁ- ମୁସଲିମ ବାଦବିବାଦ ଭିତରେ ଏମିତି ଏକ ଭାଇଚାରାର ଚିତ୍ର ସାମନାକୁ ଆସିଛି । ବାଲ୍‌ ହନୁମାନଙ୍କୁ କାନ୍ଧରେ ବସାଇ ପ୍ରସାଦ ବାଣ୍ଟୁଛନ୍ତି ଜଣେ ମୁସଲିମ ଯୁବକ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

author img

By

Published : May 7, 2019, 2:07 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ ଏବେ ହିନ୍ଦୁ-ମୁସଲମାନଙ୍କୁ ନେଇ ସବୁଠି ବିବାଦୀୟ ଭାଷଣ, ପ୍ରବଚନ । ଗୀତା-କୋରାନକୁ ନେଇ ମାରପିଟ୍‌ । ଦେଶରେ ଅଲୀ-ବଜରଙ୍ଗବଲୀ, ହିନ୍ଦୁ- ମୁସଲିମ ବାଦବିବାଦ ଭିତରେ ଏମିତି ଏକ ଭାଇଚାରାର ଚିତ୍ର ସାମନାକୁ ଆସିଛି । ଏହାକୁୁ ଦେଖିଲେ ଧର୍ମ ନାମରେ ବେପାର କରୁଥିବା କିଛି ସ୍ବଘୋଷିତ ଧର୍ମଜ୍ଞ, ରାଜନେତାଙ୍କ ଆଖିରୁ ପରଦା ହଟିଯିବ । ବାଲ୍‌ ହନୁମାନଙ୍କୁ କାନ୍ଧରେ ବସାଇ ପ୍ରସାଦ ବାଣ୍ଟୁଛନ୍ତି ଜଣେ ମୁସଲିମ ଯୁବକ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ହିନ୍ଦୁ-ମୁସଲିମ ଏକତାର ଏକ ଅନନ୍ୟ ଉଦାହରଣ ପାଲଟିଛି ଏହି ଛବି । ଭାଇରାଲ ଫଟୋରେ ଜଣେ ମୁସଲିମ ଯୁବକ କାନ୍ଧରେ ବାଲ୍‌ ହନୁମାନଙ୍କୁ ବସାଇଛି । ଏହାସହ ଏକ ମନ୍ଦିର ସାମ୍ନାରେ ଲୋକଙ୍କୁ ପ୍ରସାଦ ବାଣ୍ଟୁଛନ୍ତି କାନ୍ଧରେ ବସିଥିବା ବାଲ୍‌ ହନୁମାନ । ଏହି ଛବିକୁ ସୋସିଆଲ ମିଡିଆରେ ବହୁତ ଲାଇକ୍‌ ଓ ସେୟାର କରାଯାଉଛି । ଏହା ପ୍ରସାଦ ନେଉଥିବା ଲୋକ କ୍ଷଣଙ୍କ ପାଇଁ ଏହି ଛବି ଦେଖି ତାଜୁବ ହୋଇଯାଉଥିଲେ ।

ଏହି ଅଲି-ବଜରଙ୍ଗବାଲୀ ଚିତ୍ର ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଅଜବ ଉଦାହରଣ ବୋଲି କହୁଛନ୍ତି ଏହି ଫଟୋକୁ ଦେଖୁଥିବା ଲୋକେ ।

Intro:Body:

df

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.