ETV Bharat / bharat

କୋରୋନା ଯୁଦ୍ଧ: ଅଗ୍ନିଶମ କର୍ମଚାରୀଙ୍କ ବିରଳ ଅପରେସନ

author img

By

Published : Mar 25, 2020, 4:47 PM IST

କରୋନା ଭାଇରସର ମୁକାବିଲା ପାଇଁ ମୁମ୍ବାଇରେ ନିୟୋଜିତ କରାଯାଇଛି ଅଗ୍ନିଶମ ବାହିନୀ । ମଙ୍ଗଳବାର ଠାରୁ ଅଗ୍ନିଶମ କର୍ମଚାରୀ ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଜିଏମ୍) ଅଧୀନରେ ଆସୁଥିବା ଅନେକ ଡାକ୍ତରଖାନା ଏବଂ ବଜାର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ରାସାୟନିକ ସ୍ପ୍ରେ କରୁଛନ୍ତି । ଅଧିକ ପଢନ୍ତ...

Mumbai firemen battle coronavirus scare, undertake spraying
ମୁମ୍ବାଇରେ ଅଗ୍ନିଶମ କର୍ମଚାରୀଙ୍କ ବିରଳ ଅପରେସନ

ମୁମ୍ବାଇ: ଅଗ୍ନିଶମ କର୍ମଚାରୀଙ୍କ ବିରଳ ଅପରେସନ । କୋରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇଁ ସବୁ ରାଜ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଉଥିବା ବେଳେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଆପଣେଇଛି ଏକ ବିରଳ ପଦକ୍ଷେପ । କରୋନା ଭାଇରସର ମୁକାବିଲା ପାଇଁ ମୁମ୍ବାଇରେ ନିୟୋଜିତ କରାଯାଇଛି ଅଗ୍ନିଶମ ବାହିନୀ ।

ମଙ୍ଗଳବାର ଠାରୁ ଅଗ୍ନିଶମ କର୍ମଚାରୀ ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଜିଏମ୍) ଅଧୀନରେ ଆସୁଥିବା ଅନେକ ଡାକ୍ତରଖାନା ଏବଂ ବଜାର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ରାସାୟନିକ ସ୍ପ୍ରେ କରୁଛନ୍ତି । ଏହି ମହାମାରୀ ପ୍ରଭାବରୁ ସର୍ବସାଧାରଣଙ୍କୁ ରକ୍ଷା କରିବା ପାଇଁ ଯେକୌଣସି ସମୟରେ ଏହି ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ।

କୌଣସି ଜାଗାରେ ଅଗ୍ନିକାଣ୍ଡ , ବୁଡିଯିବା, ଦୁର୍ଘଟଣା, ବନ୍ୟା ଭଳି ବିପର୍ଯ୍ୟୟ ହେଲେ ଅଗ୍ନିଶମ ବାହିନୀ ଯୋଗ ଦେଇ ଲୋକଙ୍କୁ ସହାୟତା କରିଥାନ୍ତି । କିନ୍ତୁ ଏଥର ଏକ ଭିନ୍ନ ପରିସ୍ଥିତିରେ ଲୋକଙ୍କୁ ସହାୟତା ଯୋଗାଉଛି ଏହି ବାହିନୀ । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ 116ଟି କୋରୋନା ପଜିଟିଭ୍ ଥିବା ବେଳେ 4 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.