ETV Bharat / bharat

ପାଣି ଭାବି ସାନିଟାଇଜର ପିଇଦେଲେ ମୁମ୍ବାଇ BMC ଯୁଗ୍ମ କମିଶନ - ମୁମ୍ବାଇ ମହାନଗରନିଗମ ଯୁଗ୍ମ କମିଶନର

ବଜେଟ ଆଗତ କରୁଥିଲେ ମୁମ୍ବାଇ ମହାନଗର ନିଗମ(BMC) ଯୁଗ୍ମ କମିଶନର ରମେଶ ପାୱାର । ଏହି ସମୟରେ ଅନ୍ୟମନସ୍କତା କାରଣରୁ ସାନିଟାଇଜରକୁ ପାଣି ଭାବି ପିଇଦେଲେ । ଅଧିକ ପଢନ୍ତୁ...

ପାଣି ଭାବି ସାନିଟାଇଜର ପିଇଦେଲେ BMC ଯୁଗ୍ମ କମିଶନ

author img

By

Published : Feb 3, 2021, 7:32 PM IST

ମୁମ୍ବାଇ: ଆଗତ ହେଉଥିଲା ଶିକ୍ଷା ବଜେଟ । ଆଉ ଏହି ବଜେଟ ଆଗତ କରୁଥିଲେ ମୁମ୍ବାଇ ମହାନଗର ନିଗମ(BMC) ଯୁଗ୍ମ କମିଶନର ରମେଶ ପାୱାର । ଏହି ସମୟରେ ଅନ୍ୟମନସ୍କତା କାରଣରୁ ସାନିଟାଇଜରକୁ ପାଣି ଭାବି ପିଇଦେଲେ ଯୁଗ୍ମ କମିଶନର ରମେଶ ପାୱାର ।

ପାଣି ଭାବି ସାନିଟାଇଜର ପିଇଦେଲେ BMC ଯୁଗ୍ମ କମିଶନ

ଭୁଲରେ ସାନିଟାଇଜର ପିଇ ଦେଇଥିବା ଜାଣିବା ପରେ ବିଳମ୍ବ ନକରି ଯୁଗ୍ମ କମିଶନର ରମେଶ ପାୱାର ନିଜ ମୁହଁକୁ ପାଣିରେ ଧୋଇଦେଇଥିଲେ । ସୌଭାଗ୍ୟବସତଃ କୌଣସି ଅଘଟଣ ଘଟିନାହିଁ ।

ବିଏମସି ଯୁଗ୍ମ ମ୍ୟୁନିସପାଲ କମିଶନର ରମେଶ ପାୱାର ବୁଧବାର ଶିକ୍ଷା ବଜେଟ ଆଗତ ଉପସ୍ଥାପନ କରୁଥିଲେ । ଏହି ସମୟରେ ତାଙ୍କୁ ଶୋଷ କରିବାରୁ ସେ ପାଖରେ ଥିବା ସାନିଟାଇଜର ବୋତଲ ଉଠାଇ ପାଣି ଭାବି ପିଇ ଦେଇଥିଲେ । ବର୍ତ୍ତମାନ ରମେଶ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.