ETV Bharat / bharat

ମୌସୁମୀ ଅଧିବେଶନ: କୃଷି ନୀତିକୁ ବିରୋଧ କରି ବାମଦଳ ସାଂସଦଙ୍କ ଧାରଣା

author img

By

Published : Sep 15, 2020, 9:38 AM IST

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ସଂସଦ ଭବନରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ବାମଦଳର ସାଂସଦ ମାନଙ୍କ ଧାରଣା । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନ
ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ସଂସଦ ଭବନରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ବାମଦଳର ସାଂସଦମାନଙ୍କ ଧାରଣା । ସରକାରଙ୍କ ପକ୍ଷରୁ କରାଯାଇଥିବା କୃଷକ ନୀତି ବିରୋଧରେ ଧାରଣ ଦେଇଛନ୍ତି ବାମଦଳ ସାଂସଦ ।

ସରକାରଙ୍କ କୃଷକ ନୀତିକୁ ଆଣ୍ଟି କୃଷକ ପଲିସି ଦର୍ଶାଇ ଏମାନେ ଧାରଣା ଦେଇଛନ୍ତି । ସୂଚନାଥାଉକି, ଗତକାଲି ମୌସୁମୀ ଅଧିବେଶନର ପ୍ରଥମ ଦିନରେ କୃଷି କ୍ଷେତ୍ର ପାଇଁ ସରକାର ଲୋକସଭାରେ ତିନୋଟି ବିଲ୍‌ ଆଣିଛନ୍ତି ।

କୃଷି ଉତ୍ପାଦ, ବ୍ୟାପାର ଏବଂ ବାଣିଜ୍ୟ ବିଲ୍‌-2020, କୃଷକ(ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ବାସନା ଅନୁବନ୍ଧ ଏବଂ କୃଷି ସେବା ବିଧେୟକ-2020, ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ-2020 ଲୋକସଭାରେ ଉପସ୍ଥାପନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.