ETV Bharat / bharat

ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବାଚସ୍ପତି: ନିଖୋଜ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ଦାବି

author img

By

Published : Mar 17, 2020, 11:15 PM IST

ମଙ୍ଗଳବାର ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନ.ପି ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ମଧ୍ୟପ୍ରଦେଶ ବିଧାନସଭାର ନିଖୋଜ 16 ଜଣ ବିଧାୟକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିବା ପାଇଁ ସେ କହିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ଭିତରେ ଘଡିକୁ ଘଡି ଘୋଡା ଛୁଟୁଛି । ମଙ୍ଗଳବାର ବାଚସ୍ପତି ଏନ.ପି ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ମଧ୍ୟପ୍ରଦେଶ ବିଧାନସଭାର ନିଖୋଜ 16 ଜଣ ବିଧାୟକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିବା ପାଇଁ ସେ କହିଛନ୍ତି ।

ରାଜ୍ୟପାଳଙ୍କୁ ଲେଖିଲେ ଚିଠି ବାଚସ୍ପତି:  ନିଖୋଜ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ଦାବି

ଭୋପାଳ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନପି ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ଲେଖିଛନ୍ତି ନିଖୋଜ 16 ଜଣ ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିବାକୁ କହିଛନ୍ତି ।

ବାଚସ୍ପତି ତାଙ୍କ ଚିଠି ମାଧ୍ୟମରେ ଲେଖିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ଅନ୍ୟ ଦଳର ସଦସ୍ୟଙ୍କ ଦ୍ବାରା ପ୍ରାପ୍ତ କରିଛନ୍ତି । ଇସ୍ତଫା ପତ୍ର ସେମାନଙ୍କ ପରିବାର ସଦସ୍ୟ କିମ୍ବା କୌଣସି ଅଧିକୃତ ବ୍ୟକ୍ତିଙ୍କ ଦ୍ବାରା ତାଙ୍କ ପାଖକୁ ପଠା ଯାଇନାହିଁ ବୋଲି କହିଛନ୍ତି ବାଚସ୍ପତି ।

ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ନିଖୋଜ ବିଧାୟକଙ୍କ ଆସୁଥିବା ବାର୍ତ୍ତା ସେମାନେ କୌଣସି ଚାପର ବଶବର୍ତ୍ତୀ ହୋଇ ଦେଉଥିବା ବାଚସ୍ପତି କହିଛନ୍ତି । ଏପରିସ୍ଥଳେ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ହେବା ଉଚିତ୍ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.