ETV Bharat / bharat

ବିଦ୍ୟୁତ ପାଇଁ ଲଣ୍ଠନ ଧରି ସାଧ୍ବୀଙ୍କ ବିକ୍ଷୋଭ

ବିଜୁଳି ପାଇଁ ହାତରେ ଲଣ୍ଠନ ଧରି ବିକ୍ଷୋଭ କଲେ ସାଧ୍ବୀପ୍ରଜ୍ଞା ଠାକୁର । ସରକାର ବଦଳିବା ପରେ ରାଜ୍ୟରେ ବିଭିନ୍ନ ସମସ୍ୟା ଦେଖାଦେଉଛି ବୋଲି କହିଲେ ଠାକୁର ।

author img

By

Published : Jun 13, 2019, 3:53 PM IST

ଫଟୋ ସୌଜନ୍ୟ : ଏଏନଆଇ

ଭୋପାଳ: ବିଜୁଳି ପାଇଁ ରାସ୍ତାରେ ବିଜେପି କର୍ମୀଙ୍କ ସହ ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର । ରାଜ୍ୟରେ ବାରମ୍ବାର ପାୱାରକଟକୁ ନେଇ ଆନ୍ଦୋଳନରେ ସାମିଲ ହେଲେ ପ୍ରଜ୍ଞା । ଆନ୍ଦୋଳନକାରୀ ହାତରେ କଂଗ୍ରେସ ଶର୍ମ କରୋ, ଜନତା ମହମବତୀ ମେ, ସରକାର ମସ୍ତି ମେ ଭଳି ପ୍ଲାକାର୍ଡ ଧରି ନାରା ଲଗାଉଥିବା ଦେଖାଯାଉଥିଲା ।

କମଳ ନାଥ ମୁଖ୍ୟମନ୍ତ୍ରୀ ପଦ ପାଇବା ପରେ ରାଜ୍ୟରେ ପାଣି ସମସ୍ୟା ଏବଂ ବିଜୁଳି ସମସ୍ୟା ଅଧିକ ଦେଖାଦେଇଛି ବୋଲି କହିଛନ୍ତି ପ୍ରଜ୍ଞା । ଏମିତି କି ଦିନକୁ ବାରମ୍ବାର ପାୱାରକଟ ଲୋକଙ୍କୁ ଅଧିକ ଅସୁବିଧାରେ ପକାଉଛି । ପୂର୍ବରୁ ଶିବରାଜ ସିଂ ଚୌହାନଙ୍କ ଶାସନ କାଳରେ ଏଭଳି କିଛି ସମସ୍ୟା ପଦାକୁ ଆସିନଥିଲା ।

କଂଗ୍ରେସ ମାନିଫେଷ୍ଟୋରେ ଲୋକଙ୍କୁ କମ୍ପ୍ୟୁଟର ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ବିନା ବିଜୁଳିରେ ଲାପଟପ ଚାଲିବ କିପରି ? ଏହାର ଉତ୍ତର ସେ ରଖିବା ଉଚିତ ।

Intro:Body:

GSG

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.