ETV Bharat / bharat

ହନିଟ୍ରାପ ମାମଲା: ଲିପଷ୍ଟିକ ଓ ସନଗ୍ଲାସରେ ସ୍ପାଇ କ୍ୟାମେରା - mp honey trap case

ମଧ୍ୟପ୍ରଦେଶରେ ବହୁଚର୍ଚ୍ଚିତ ହନିଟ୍ରାପ ମାମଲାର ଖୁଲାସା ସାମନାକୁ ଆସୁଛି ଅନେକ ତଥ୍ୟ । ଗିରଫ ହୋଇଥିବା ଅଭିଯୁକ୍ତ ଯୁବତୀ ଲିପଷ୍ଟିକ,ମୋବାଇଲ ଫୋନ ଏବଂ ସନଗ୍ଲାସରେ ସ୍ପାଇ କ୍ୟାମେରା ଲଗାଇଥିବା ଜଣାପଡିଛି ।

ଡିଜାଇନ ଫଟୋ
author img

By

Published : Sep 30, 2019, 4:33 AM IST

ଭୋପାଳ: ମଧ୍ୟପ୍ରଦେଶରେ ବହୁଚର୍ଚ୍ଚିତ ହନିଟ୍ରାପ ମାମଲାର ଖୁଲାସା ସାମନାକୁ ଆସୁଛି ଅନେକ ତଥ୍ୟ । ଗିରଫ ହୋଇଥିବା ଅଭିଯୁକ୍ତ ଯୁବତୀ ଲିପଷ୍ଟିକ,ମୋବାଇଲ ଫୋନ ଏବଂ ସନଗ୍ଲାସରେ ସ୍ପାଇ କ୍ୟାମେରା ଲଗାଇଥିବା ଜଣାପଡିଛି । ମାମଲାର ତଦନ୍ତ କରୁଥିଲା ଏସଆଇଟି ।

ସେପ୍ଟେମ୍ବର ୧୮ ଏବଂ ୧୯ରେ ଇନ୍ଦୋର ଏବଂ ଭୋପାଲରୁ ୫ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଜାଣିବା ପାଇଁ ପାଇଛି । ଏହା ପୂର୍ବରୁ ଜଣେ ମ୍ୟୁନିସିପାଲ ଇଞ୍ଜିନିୟର ଅଭିଯୋଗ ଆଣିଥିଲେ ତାଙ୍କର ଭିଡିଓ ସୁଟିଂ କରି ବ୍ଲାକମେଲ କରାଯାଉଛି । ତାଙ୍କୁ ଏହି ସବୁ ଭିଡିଓ ବଳରେ ୩ କୋଟି ଟଙ୍କା ଅର୍ଥ ଦାବି କରାଯାଉଛି । ବାରମ୍ବାର ଏନେଇ ଧମକ ଦେଉଛନ୍ତି ।

ଅଭିଯୁକ୍ତଙ୍କଠାରୁ ସ୍ପାଇ କ୍ୟାମେରା ଜବତ କରାଯାଇଥିବା ଇନ୍ଦୋରର ବରିଷ୍ଠ ପୋଲିସ ଅଧିକାରୀ ରୁଚି ବର୍ଦ୍ଦନ ସ୍ପଷ୍ଟ କରିଛନ୍ତି । ତେବେ ଏହାର ଟେକ୍ନୋଲୋଜି ବାବଦରେ ଏବଂ ଅନ୍ୟ କିଛି ତଥ୍ୟ ସେ ସେୟାର କରିନାହାନ୍ତି । ଏପରି ଆହୁରି ଅନେକ ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ଆସିଛି । ହେଲେ ଏଥିମଧ୍ୟରେ କିଛି ଭିଡିଓ ମର୍ଫଡ(ସଠିକ ନୁହେଁ) ବୋଲି ଜଣାପଡିଛି ।

Intro:Body:

jghj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.