ETV Bharat / bharat

ଆଜି 3ରାଜ୍ୟରେ ପ୍ରକାଶ ପାଇବ ଦଶମ ଓ ଦ୍ବାଦଶଶ୍ରେଣୀ ରେଜଲ୍ଟ

ମଧ୍ୟପ୍ରଦେଶରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଫଳାଫଳ ବାହାରୁ ଥିବାବେଳେ ରାଜସ୍ଥାନ ଓ ହରିୟାଣାରେ ଦ୍ବାଦଶ ଶ୍ରେଣୀର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପ୍ରକାଶ ପାଇବ ।

author img

By

Published : May 15, 2019, 9:48 AM IST

ପ୍ରତିକାତ୍ମକ ଫଟୋ

ମଧ୍ୟପ୍ରଦେଶ: ଆଜି ପ୍ରକାଶ ପାଇବ 3ଟି ରାଜ୍ୟର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଯେଉଁଥିରେ ହରିୟାଣା, ରାଜସ୍ଥାନ ସମତେ ମଧ୍ୟପ୍ରଦେଶ ରହିଛି । ଦିନ 11ଟା ସୁଦ୍ଧା ଏହି ରେଜଲ୍ଟ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।

ଚଳିତବର୍ଷ 10ଶ୍ରେଣୀ ପରୀକ୍ଷାରେ ମଧ୍ୟପ୍ରଦେଶର ପାଖାପାଖି 11.5 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଦ୍ବାଦଶ ଶ୍ରେଣୀରେ 7.5 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

ଏହି ରେଜଲ୍ଟ ଅଫିସିଆଲ ୱେବସାଇଟ mpbse.nic.in ଏବଂ ଅଫିସିଆଲ ରେଜଲ୍ଟ ପୋର୍ଟାଲ mpresults.nic.in ରେ ଜାଣିପାରିବେ ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.