ETV Bharat / bharat

ଗୋ-ଚାଲାଣକାରୀଙ୍କ ଉପରେ ସଂଶୋଧନ ଆଇନ୍ ପ୍ରସ୍ତାବ ଦେବେ ଏମପି ସରକାର - MP govt

ବୁଧବାର ମଧ୍ୟପ୍ରଦେଶ ପଶୁପାଳନ ମନ୍ତ୍ରୀ ଲକ୍ଷନ ସିଂ ୟାଦବ ବିଧାନସଭାରେ ଗୋଚାଲାଣକାରୀଙ୍କ ଉପରେ  ଆଇନ ସଂଶୋଧନ ପ୍ରସ୍ତାବ ରଖିବେ ।

ଫାଇଲ ଫଟୋ
author img

By

Published : Jul 18, 2019, 4:48 AM IST

ଭୋପାଳ: ଗୋ-ଚାଲାଣକାରୀଙ୍କ ଉପରେ ସଂଶୋଧନ ଆଇନ୍ ପ୍ରସ୍ତୁତ ହେବ ! ବୁଧବାର ମଧ୍ୟପ୍ରଦେଶ ପଶୁପାଳନ ମନ୍ତ୍ରୀ ଲକ୍ଷନ ସିଂ ୟାଦବ ବିଧାନସଭାରେ ଗୋଚାଲାଣକାରୀଙ୍କ ଉପରେ ଆଇନ ସଂଶୋଧନ ପ୍ରସ୍ତାବ ରଖିବେ ।

ଗୋଚାଲାଣ ଉପରେ ରୋକ ଲଗାଇବା ପାଇଁ 2004 ମସିହାରେ ମଧ୍ୟପ୍ରଦେଶ ହୋଇଥିବା ଗୌବଂଶ ପ୍ରତିଶେଧ ଅଧୀନିୟମ ସଂଶୋଧନର ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଅନୁଗତ ହେବ ।

ସୂଚନା ମୂତାବକ, ମଧ୍ୟପ୍ରଦେଶରେ ଗୋଚାଲାଣ କରିବା ପୂର୍ବରୁ ଲୋକଙ୍କୁ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡିଥାଏ । ଏଥିସହ ଯଦି ଗାଇ ଉପରେ କୌଣସି ଆକ୍ରମଣ ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଉକ୍ତ ଗାଇକୁ ଚାଲାଣ ପାଇଁ ଅନୁମତି ନେଇଥିବ ତେବେ ତାଙ୍କ ଉପରେ ଦଣ୍ଡାଦେଶ ସହ ଜୋରିମାନା ଦେବାକୁ ପଡିଥାଏ ।

Intro:ବର୍ଦ୍ଧିତ ଫିଜ ପ୍ରତ୍ୟାହାର କର ।ନଚେତ ଆନ୍ଦୋଳନ ଜାରୀ ରହିବ ।ଛାତ୍ରୀମାନେ ଏପରି ଧମକ ଦେଇଛନ୍ତି ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ।ସୁବର୍ଣ୍ଣପୁର ଜିଲ୍ଲା ବିଜୁ ପଟ୍ଟନାୟକ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବର୍ଦ୍ଧିତ ଫିଜ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।ଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହିତ ଆନ୍ଦୋଳନ ଜାରୀ ରଖିଛନ୍ତି ।Body:ମହାବିଦ୍ୟାଳୟର ଅଧ୍ୟକ୍ଷା ପରିଚାଳନା ପରିଷଦର ବିନା ଅନୁମତିରେ ଚଳିତ ଶିକ୍ଷା ବର୍ଷର ରି ଆଡମିସନ ଫିଜ ଓ ହଷ୍ଟେଲ ଫିଜ ବଢେଇଛନ୍ତି ।ଛାତ୍ରୀମାନ ଏହାର ପ୍ରତିବାଦ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଛାତ୍ରୀମାନଙ୍କ ପାଖରୁ ଆଉ ଫିଜ ସଂଗ୍ରହ କରାଯାଉନାହିଁ ।ଛାତ୍ରୀମାନେ ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରିବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଛାତ୍ରୀମାନଙ୍କ ପାଖରୁ ଆଉ ଫିଜ ସଂଗ୍ରହ କରାଯାଉ ନାହିଁ ।ହେଲେ ଏଯାଏଁ ବର୍ଦ୍ଧିତ ଫିଜ ବି ପ୍ରତ୍ୟାହାର କରା ଯାଇନାହିଁ ।ମହାବିଦ୍ୟାଳୟର ହଷ୍ଟେଲ ମେସ ,ଶୌଚାଳୟ ଓ ପିଇବା ପାଣିର ସମସ୍ୟା ଥିବା ଛାତ୍ରୀମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।ଜିଲ୍ଲା ତଥା ପଡୋଶୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 80 ଜଣ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି ।ହଷ୍ଟେଲରେ ସମସ୍ୟା ଥିବା କଥା ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ବୀକାର କରିଥିବା ବେଳେ ଦୈନନ୍ଦିନ ସାମଗ୍ରୀ ଓ ବିଦ୍ୟୁତ ବିଲର ବର୍ଦ୍ଧିତ ଦର ପାଇଁ ଷ୍ଟାଫ କାଉନସିଲରେ ଫିଜ ବୃଦ୍ଧି ପାଇଁ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା ବୋଲି କହିଛନ୍ତି ।ପରିଚାଳନା ପରିଷଦର ବିନା ଅନୁମତିରେ ଏହି ଫିଜ ବୃଦ୍ଧି ଏକ ଭୂଲ ପଦକ୍ଷେପ ବୋଲି ସ୍ବୀକାର କରିବା ସହିତ ପରିଚାଳନା ପରିଷଦରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।Conclusion:ବାଇଟ-1-ବୈଜୟନ୍ତୀ ନାଏକ , ଅଧ୍ୟକ୍ଷା ,ବିଜୁ ପଟ୍ଟନାୟକ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ , ସୁବର୍ଣ୍ଣପୁର ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.