ETV Bharat / bharat

ବିଶ୍ବର ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ତାଲିକା: ଟ୍ରମ୍ପ, ଇମ୍ରାନଙ୍କୁ ପଛରେ ପକାଇଲେ ମୋଦି

author img

By

Published : Jul 30, 2019, 2:53 PM IST

YouGov ଚଳିତ ମାସର ପ୍ରାରମ୍ଭରେ ବିଶ୍ବରେ ସବୁଠାରୁ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ନାମ ପ୍ରକାଶ କରିଛି । ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପୁରୁଷଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ବିଶ୍ବର ଷଷ୍ଠ ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାର ଅନୁସନ୍ଧାନ ଫର୍ମ YouGov ଚଳିତ ମାସର ପ୍ରାରମ୍ଭରେ ବିଶ୍ବରେ ସବୁଠାରୁ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ନାମ ପ୍ରକାଶ କରିଛି । ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପୁରୁଷଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ମହିଳା ତାଲିକାରେ ମହିଳା ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ ମିସେଲ ଓବାମା ପ୍ରଥମ ସ୍ଥାନରେ ରହିଛନ୍ତି । ବିଶ୍ବର ଷଷ୍ଠ ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାବ୍ୟତୀତ ମୋଦି ୨୦୧୯ ମସିହାରେ ସମଗ୍ର ବିଶ୍ବରେ ସର୍ବାଧିକ ପ୍ରଶଂସିତ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି । ଏହା ତାଲିକାରେ ପ୍ରସିଦ୍ଧ ବଲିଉଡ଼ ତାରକା, ସୁପରଷ୍ଟାର ତଥା ବିଗ୍‍-ବି ଅମିତାଭ ବଚ୍ଚନ 12ତମ ସ୍ଥାନରେ ରହିଛନ୍ତି । ସେହିପରି ସେହିପରି ଭାରତୀୟ ମହିଳାଙ୍କ ମଧ୍ୟରେ ଦୀପିକା ପାଦୁକୋନ୍ ପ୍ରଥମ ସ୍ଥାନରେ ଓ ବିଶ୍ବରେ 16ତମ ସ୍ଥାନରେ ରହିଛନ୍ତି।

ବିଶ୍ବର ସବୁଠାରୁ ପ୍ରଶଂସାଯୋଗ୍ୟ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି(6ଷଷ୍ଠ) ସ୍ଥାନରେ ରହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(14) ଓ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନ(17)ଙ୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ ଅଛନ୍ତି । 1-ବିଲ ଗେଟସ୍‌, ୨ – ବାରାକ ଓବାମା, ୩ – ଜାକି ଚେନ, ୪ – ସି ଜିନପିଙ୍ଗ, ୫ – ଜ୍ୟାକ ମା ଙ୍କପରେ ୬ ନମ୍ବର ସ୍ଥାନରେ ନରେନ୍ଦ୍ର ମୋଦି ରହିଛନ୍ତି ।

Most admired men, ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ମୋଦି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@YouGov

କିଙ୍ଗ ଖାନ ଶାହରୁଖ ଏହି ତାଲିକାରେ ୧୬ତମ ସ୍ଥାନରେ ଅଛନ୍ତି। ଶାହାରୁଖ ଓ ଅମିତାଭ ବଚ୍ଚନଙ୍କ ପରେ ସଲମାନ ଖାନ ଏହି ତାଲିକାରେ ନିଜର ନାମ ସାମିଲ କରାଇବାରେ ସଫଳ ହୋଇଛନ୍ତି। ସେ YouGov ର ତାଲିକାରେ ୧୮ତମ ସ୍ଥାନରେ ଅଛନ୍ତି।

ଅନ୍ୟ ପଟେ YouGov ର ସବୁଠୁ ଅଧିକ ପ୍ରଶଂସା ସାଉଁଟିଥିବା ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ତୃତୀୟ ସ୍ଥାନରେ ରହିଛନ୍ତି । YouGov ର ସବୁଠୁ ଅଧିକ ପ୍ରଶଂସା ସାଉଁଟିଥିବା ୨୦ ଅଭିନେତ୍ରୀଙ୍କ ତାଲିକାରେ ବଚ୍ଚନ ପରିବାରର ବୋହୂ ଐଶ୍ଵର୍ଯ୍ୟା ରାୟ (16), ପ୍ରିୟଙ୍କା ଚୋପ୍ରା(14) ସହିତ ଦୀପିକା ପାଦ୍ୟୁକୋନ(13) ଏବଂ ସୁସ୍ମିତା ସେନ(17)ତମ ସ୍ଥାନରେ ରହିଛନ୍ତି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.