ETV Bharat / bharat

ଦେଶରେ ଏପର୍ଯ୍ୟନ୍ତ ସରିଛି 4 ଲକ୍ଷରୁ ଉର୍ଦ୍ଧ୍ବ ସାମ୍ପଲ ଟେଷ୍ଟ - କୋରୋନା ଅପଡେଟ

ଏପର୍ଯ୍ୟନ୍ତ 4 ଲକ୍ଷ 49 ହଜାର 810 ସାମ୍ପଲ ଟେଷ୍ଟ ହୋଇଛି । ଏଥିରୁ 18 ହଜାର 601ଟି ପଜିଟିଭ ଆସିଛି । ଅଧିକ ପଢନ୍ତୁ...

ଦେଶରେ ଏପର୍ଯ୍ୟନ୍ତ ସରିଛି 4 ଲକ୍ଷରୁ ଉର୍ଦ୍ଧ୍ବ ସାମ୍ପଲ ଟେଷ୍ଟ

author img

By

Published : Apr 22, 2020, 12:36 AM IST

ନୂଆଦିଲ୍ଲୀ: ଦେଶରେ ଏବେ ଯାଏଁ 4 ଲକ୍ଷରୁ ଉର୍ଦ୍ଧ୍ବ ନମୁନା ପରୀକ୍ଷା ସରିଛି । ଏନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ସୂଚନା ଦେଇଛି । ଉଭୟ ସରକାରୀ ଓ ଘରୋଇ ଲ୍ୟାବରେ ଏହି ସବୁ ନମୁନା ପରୀକ୍ଷା ହୋଇଛି ।

ପରିଷଦ ସୂଚନାନୁସାରେ ଏପର୍ଯ୍ୟନ୍ତ 4 ଲକ୍ଷ 49 ହଜାର 810 ସାମ୍ପଲ ଟେଷ୍ଟ ହୋଇଛି । ଏଥିରୁ 18 ହଜାର 601ଟି ପଜିଟିଭ ଆସିଛି । ସୋମବାର 35 ହଜାର 852ଟି ସାମ୍ପଲ ପରୀକ୍ଷା ହୋଇଥିଲା ।

ଏଥିରୁ 29 ହଜାର 776 ସାମ୍ପଲ ସରକାରୀ ଲାବରେ ପରୀକ୍ଷା ହୋଇଛି । ପରିଷଦର ନେଟୱାର୍କ ଅଧୀନରେ ଥିବା 201ଟି ଲାବରେ ଏହି ସାମ୍ପଲ ଟେଷ୍ଟ ହୋଇଛି । ବାକି 6076ଟି ନମୁନା 86ଟି ଘରୋଇ ଲାବରେ ପରୀକ୍ଷା ହୋଇଥିବା ସୂଚନା ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.