ETV Bharat / bharat

କୋଝିକୋଡ ବିମାନ ଦୁର୍ଘଟଣା: ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ 100ରୁ ଉର୍ଦ୍ଧ୍ବ ପାଇଲଟ - ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଚଳି ଦେଲେ 100ରୁ ଅଧିକ ପାଇଲଟ

କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି 100 ରୁ ଅଧିକ ପାଇଲଟ । ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ 100 ରୁ ଅଧିକ ପାଇଲଟ ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣାପଡିଛି ।

କୋଝିକୋଡ ବିମାନ ଦୁର୍ଘଟଣା: ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଚଳି ଦେଲେ 100ରୁ ଅଧିକ ପାଇଲଟ

author img

By

Published : Aug 9, 2020, 2:06 PM IST

ନୂଆଦିଲ୍ଲୀ: କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି 100ରୁ ଅଧିକ ପାଇଲଟ । ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ 100 ରୁ ଅଧିକ ପାଇଲଟ ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣାପଡିଛି ।

କୋଝିକୋଡ ବିମାନ ଦୁର୍ଘଟଣା: ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଚଳି ଦେଲେ 100ରୁ ଅଧିକ ପାଇଲଟ

ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ ଜେଟ୍‌ ପାଇଲଟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିମାନବନ୍ଦର ମୁଖପାତ୍ର ସୂଚନା ଦେଇ କହିଛନ୍ତି ଏହି ଦୁର୍ଘଟଣାରେ ମୃତ ପାଇଲଟଙ୍କୁ ଶେଷ ବିଦାୟ ଦେବା ପାଇଁ AI, AIX, ଇଣ୍ଡିଗୋ ଏବଂ ସ୍ପାଇସ ଜେଟ୍‌ ର 100 ରୁ ଅଧିକ ପାଇଲଟ ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ସେ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ଏହାର ପ୍ରଶଂସା ମଧ୍ୟ କରିଛନ୍ତି । ଏହା ବ୍ୟତୀତ ଗ୍ରାଉଣ୍ଡ କର୍ମଚାରୀମାନେ ମଧ୍ୟ ମିଳିତ ହୋଇ ସେମାନଙ୍କର ଶେଷ ବିଦାୟ ପ୍ରଦାନ କରିଥିଲେ।

ଏବେ ସୁଦ୍ଧା ଦୁର୍ଘଟଣାରେ 19 ଜଣ ମୃତ୍ୟୁବରଣ କରିଥିବା ବେଳେ 123 ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.