ETV Bharat / bharat

ସେପ୍ଟେମ୍ବର 14ରୁ ଲୋକସଭାର ମୌସୁମୀ ଅଧିବେଶନ

author img

By

Published : Aug 31, 2020, 9:25 PM IST

ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର 14ରୁ ଆରମ୍ଭ ହେବ । ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଅଧିକ ପଢନ୍ତୁ...

ସେପ୍ଟେମ୍ବର 14ରୁ ଲୋକସଭାର ମୌସୁମୀ ଅଧିବେଶନ
ସେପ୍ଟେମ୍ବର 14ରୁ ଲୋକସଭାର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର 14ରୁ ଆରମ୍ଭ ହେବ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଲୋକସଭା ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିମ୍ନଗୃହକୁ 14 ସେପ୍ଟେମ୍ବର ଦିନ 9ଟା ସମୟରେ ସମ୍ବୋଧନ କରିବେ ।

କୋରୋନା ଯୋଗୁଁ ଲୋକସଭା ଓ ରାଜ୍ୟସଭାର ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା । ତେବେ ଲୋକସଭାରେ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସେହିଦିନ ରାଜ୍ୟସଭାକୁ ଆରମ୍ଭ କରାଯାଇପାରେ ବୋଲି ଆଶା କରାଯାଉଛି।

ପୂର୍ବରୁ କ୍ୟାବିନେଟର ସଂସଦୀୟ ବ୍ୟାପାର କମିଟି ସେପ୍ଟେମ୍ବର 14ରୁ ଅକ୍ଟୋବର 1 ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ସୁପାରିଶ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.