ETV Bharat / bharat

କ୍ଷତି ଭରଣା ଚିନ୍ତା: 19ଟି ରାଷ୍ଟ୍ରାୟତ୍ତ କମ୍ପାନୀରେ ଝୁଲିବ ତାଲା

କ୍ଷତି ଚାଲୁଥିବା 19ଟି କମ୍ପାନୀରେ ଝୁଲିବ ତାଲା । ଏନେଇ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ଏହି ତାଲିକାର ଏଚଏମଟି, ହିନ୍ଦୁସ୍ଥାନ କେବଲସ ଏବଂ ଇଣ୍ଡିଆନ ଡ୍ରଗ୍ସ ଭଳି ଅନେକ ରାଷ୍ଟ୍ରାୟତ୍ତ କମ୍ପାନୀ ସାମିଲ ଅଛି।

author img

By

Published : Jun 27, 2019, 8:11 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା 19ଟି ରାଷ୍ଟ୍ରାୟତ୍ତ କମ୍ପାନୀକୁ ବନ୍ଦ କରିବାକୁ ମୋଦି ସରକାରଙ୍କ ନିଷ୍ପତ୍ତି। ଏଚଏମଟି , ହିନ୍ଦୁସ୍ଥାନ କେବଲସ ଏବଂ ଇଣ୍ଡିଆନ ଡ୍ରଗ୍ସ ଭଳି ସରକାରୀ ଉଦ୍ୟୋଗ ବନ୍ଦ ହେବାର ରହିଛି । ଏହାସହ କେନ୍ଦ୍ର ସରକାର ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ହେବା ନେଇ ଜଣାଇଥିଲେ। ତେବେ ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦ ଅଦୁର ପ୍ରକାଶଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୋଦି ସରକାର।

କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତୁଙ୍ଗଭଦ୍ରା ଷ୍ଟିଲ ପ୍ରଡକ୍ଟସ୍ ଲିମିଟେଡ୍, ଏଚଏମଟି ବାଚେଜ୍ ଲିମିଟେଡ୍, ଏଚଏମଟି ଚିନାର୍ ବାଚେଜ୍ ଲିମିଟେଡ୍, ଏଚଏମଟି ବିୟରିଙ୍ଗସ୍ ଲିମିଟେଡ୍, ହିନ୍ଦୁସ୍ଥାନ କେବଲସ୍ ଲିମିଟେଡ୍, ଏଚଏମଟି ଲିମିଟେଡର ଟ୍ରାକ୍ଟର୍ ୟୁନିଟ୍ ଏବଂ ଇନଷ୍ଟ୍ରୁମେଣ୍ଟସ୍ ଲିମିଟେଡର କୋଟା ୟୁନିଟ୍, କେନ୍ଦ୍ରୀୟ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ନିଗମ ଲିମିଟେଡ୍, ଇଣ୍ଡିୟାନ୍ ଡ୍ରଗ୍ସ ଏବଂ ରାଜସ୍ଥାନ ଡ୍ରଗ୍ସ ଆଣ୍ଡ୍ ଫାର୍ମାସୟୁଟିକଲ୍ସ ଲିମିଟେଡ୍, ଆଇଓସିଏଲ୍ –କ୍ରେଡା, ବାୟୋଫୁଲ୍ସ ଲିମିଟେଡ୍ ,କ୍ରେଡା ଏଚପିସିଏଲ୍ ବାୟୋଫୁଲ୍ସ ଲିମିଟେଡ୍, ଭାରତ ବେଗନ୍ ଆଣ୍ଡ୍ ଇଂଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ ଭଳି ସରକାରୀ ଉଦ୍ୟୋଗକୁ ବନ୍ଦ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି।

Intro:Body:

dd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.