ETV Bharat / bharat

2024ରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ !

author img

By

Published : Feb 11, 2020, 11:32 AM IST

70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଳ 8ରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ, ଆଗରେ ରହିଛି ଆପ । ତେବେ 2024ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିବେ କେଜ୍ରିୱାଲ ! ଅଧିକ ପଢନ୍ତୁ...

_Modi vs Kejriwal in 2024?
2024ରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଏକଜାଟ ହେବ କି ଏକଜିଟ ପୋଲ ? ଆଗରେ ଆପ, ପଛରେ ବିଜେପି । ପରାଜୟ ସ୍ବୀକାର କଲେ କଂଗ୍ରେସ । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆରମ୍ଭ ହୋଇଥିବା ଗଣତିରେ ଆଗରେ ରହିଛି କେଜ୍ରିୱାଲ ସରକାର । ତୃତୀୟ ଥର ପାଇଁ ଆପ ଦିଲ୍ଲୀରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେଉଥିବାବେଳେ, 2024ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କ ସହ ଲଢିବେ କେଜ୍ରିୱାଲ ! ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବର୍ତ୍ତମାନ ସୁଦ୍ଧା 50ଟି ଆସନରେ ଆଗରେ ଆପ , 20ଟି ଆସନରେ ବିଜେପି ରହିଛି। ଯାହାକୁ ନେଇ ଆପ ଅଫିସରେ ସମର୍ଥକଙ୍କ ଭିଡ ଜମିବା ସହ ଏକ ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ 2024ରେ କେଜ୍ରିୱାଲ ବନାମ ନରେନ୍ଦ୍ର ମୋଦିଙ୍କ ନାଁ ଲେଖାଯାଇଛି ।

ସୂଚନାଯୋଗ୍ୟ, 2014ରେ ବାରାଣାସୀରେ କେଜ୍ରିୱାଲ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢି ପରାଜୟ ହୋଇଥିଲେ । ଏହାପରେ 2015ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲ ଓ ବିଜେପି ବ୍ୟକ୍ତିଗତ ଭାବେ ହମଲା କରିଥିଲେ । ହେଲେ 70 ସିଟରୁ ଆପ 67 ସିଟ ହାସଲ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି କେଜ୍ରିୱାଲ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.