ନୂଆଦିଲ୍ଲୀ: ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାବେ ପରିଚିତ ଭାରତରତ୍ନ ଡ଼ ଅବୁଲ ପାକିର ଜୈନୁଲାବ୍ଦୀନ ଅବଦୁଲ କଲାମଙ୍କର 89ତମ ଜନ୍ମବାର୍ଷିକୀ । ତାଙ୍କର ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
-
Tributes to Dr. Kalam on his Jayanti. India can never forget his indelible contribution towards national development, be it as a scientist and as the President of India. His life journey gives strength to millions. pic.twitter.com/5Evv2NVax9
— Narendra Modi (@narendramodi) October 15, 2020 " class="align-text-top noRightClick twitterSection" data="
">Tributes to Dr. Kalam on his Jayanti. India can never forget his indelible contribution towards national development, be it as a scientist and as the President of India. His life journey gives strength to millions. pic.twitter.com/5Evv2NVax9
— Narendra Modi (@narendramodi) October 15, 2020Tributes to Dr. Kalam on his Jayanti. India can never forget his indelible contribution towards national development, be it as a scientist and as the President of India. His life journey gives strength to millions. pic.twitter.com/5Evv2NVax9
— Narendra Modi (@narendramodi) October 15, 2020
ନିଜ ଟ୍ବିଟରରେ ଏକ ଭିଡିଓ ସେୟାର କରି ମିସାଇଲ ମ୍ୟାନଙ୍କ ଉପଲବ୍ଧିକୁ ମନେ ପକାଇଛନ୍ତି । ଏଥିସହ ସେ ଲେଖିଛନ୍ତି ଯେ, ଭାରତ କେବେ ତାଙ୍କର ଅତୁଲ୍ୟ ଅବଦାନକୁ ଭୁଲି ପାରିବ ନାହିଁ । ଜଣେ ବୈଜ୍ଞାନିକ ଓ ରାଷ୍ଟ୍ରପତି ଭାବେ ଭାରତର ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ । ତାଙ୍କର ଜୀବନଯାତ୍ରା ଅନେକଙ୍କ ପାଇଁ ପ୍ରେରଣାଦାୟୀ ।
1931 ମସିହା ଆଜିର ଦିନରେ ସେ ତାମିଲନାଡୁର ରାମେଶ୍ବରମ ଠାରେ ଜନ୍ମଗ୍ରହଣ କରିଥିଲେ । 2002 ମସିହା ଜୁଲାଇ 18ରେ କଲାମ ଭାରତର 11ତମ ରାଷ୍ଟ୍ରପତି ଭାବେ ଦାୟିତ୍ବଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ