ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ଗଣମାଧ୍ୟମ ଭୂମିକା ଓ ଭ୍ରାତୃଭାବକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଏହି ଅବସରରେ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଗଣମାଧ୍ୟମର ସ୍ବାଧୀନତା ଉପରେ ବିଶ୍ବାସ କରନ୍ତି ଓ ଗଣମାଧ୍ୟମର କଣ୍ଠରୋଧ କରାଯିବା ଭଳି କାର୍ଯ୍ୟକଳାପକୁ ମଧ୍ୟ ତାଙ୍କ ସରକାର ଦୃଢ ଭାବେ ନିନ୍ଦା କରେ ।
-
Greetings on #NationalPressDay. Our media fraternity is working tirelessly towards strengthening the foundations of our great nation. Modi govt is committed towards the freedom of Press and strongly oppose those who throttle it.
— Amit Shah (@AmitShah) November 16, 2020 " class="align-text-top noRightClick twitterSection" data="
I applaud Media’s remarkable role during COVID-19.
">Greetings on #NationalPressDay. Our media fraternity is working tirelessly towards strengthening the foundations of our great nation. Modi govt is committed towards the freedom of Press and strongly oppose those who throttle it.
— Amit Shah (@AmitShah) November 16, 2020
I applaud Media’s remarkable role during COVID-19.Greetings on #NationalPressDay. Our media fraternity is working tirelessly towards strengthening the foundations of our great nation. Modi govt is committed towards the freedom of Press and strongly oppose those who throttle it.
— Amit Shah (@AmitShah) November 16, 2020
I applaud Media’s remarkable role during COVID-19.
ପ୍ରେସ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଶାହ ଟୁଇଟ କରି କହିଛନ୍ତି ଯେ "ଆମର ଗଣମାଧ୍ୟମ ଭ୍ରାତୃଭାବ ଆମ ମହାନ ଦେଶର ମୂଳଦୁଆକୁ ସୁଦୃଢ କରିବାରେ ଏକ ବଳିଷ୍ଠ ଭୂମିକା ସହ ନିରନ୍ତର ଭାବେ କାମ କରିଆସୁଛି । ତେଣୁ ଗଣମାଧ୍ୟମର ସୁରକ୍ଷା ଓ ସ୍ବଧୀନତା ପାଇ ମୋଦି ସରକାର ପ୍ରତିଶୃତିବଦ୍ଧ ।
ସାରା ବିଶ୍ବରେ ଜାରି ରହିଥିବା କରୋନା ମହାମାରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ମଧ୍ୟ ଗଣମାଧ୍ୟମର ଉଦ୍ୟମକୁ ଗୃହମନ୍ତ୍ରୀ ପ୍ରଶଂସା କରିବା ସହ ଏହା ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । 1966 ମସିହାରେ ଏହି ଦିନ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରତିଷ୍ଠା ହେବା ପରଠାରୁ ନଭେମ୍ବର 16କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ