ETV Bharat / bharat

ଡାମନ ଡ୍ୟୁ-ଦାଦ୍ରା ନଗର ହାବେଳିର ରାଜଧାନୀ ହେବ ଡାମନ - ଡାମନ ଡିୟୁ-ଦାଦ୍ରା ନଗର ହାବେଳି

ଡାମନକୁ ଦାଦ୍ରା ନଗର ହାବେଳି ଓ ଡାମନ ଡ୍ୟୁର ରାଜଧାନୀ କରିବା ନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ...

ଡାମନ ଡିୟୁ-ଦାଦ୍ରା ନଗର ହାବେଳିର ରାଜଧାନୀ ହେବ ଡାମନ

author img

By

Published : Jan 22, 2020, 4:57 PM IST

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡ୍ୟୁ ଓ ଦାଦ୍ରା ନଗର ହାବେଳିର ରାଜଧାନୀ ହେବ ଡାମନ । ଡାମନକୁ ଦାଦ୍ରା ନଗର ହାବେଳି ଓ ଡାମନ ଡ୍ୟୁର ରାଜଧାନୀ କରିବା ନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ନିକଟରେ ଏହି 2 କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗୋଟିଏ ପ୍ରଦେଶ ଗଠନ ହୋଇଥିଲା ।

ଡାମନ ଡ୍ୟୁ ଓ ଦାଦ୍ରା ନଗର ହାବେଳିର ମିଶ୍ରଣକୁ ଦୃଷ୍ଟିରେ ରଖି ଏଠାରେ ବସ୍ତୁ ଏବଂ ସେବା କର ତଥା ଜିଏସଟି, ଭ୍ୟାଲୁ ଏଡେଡ ଟ୍ୟାକ୍ସ ଓ ଏକ୍ସାଇଜ ଟ୍ୟାକ୍ସକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ମାମଲାକୁ ନେଇ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଏ ବାବଦରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହା ବ୍ୟତିତ ମୋଦି କ୍ୟାବିନେଟ ପଛୁଆ ବର୍ଗ ଆୟୋଗ (ଓବିସି)ର କାର୍ଯ୍ୟକାଳକୁ ମଧ୍ୟ 6 ମାସ ବଢାଇ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.