ETV Bharat / bharat

ମୁକବଲ ଭଟ୍ଟର ଶ୍ରାଦ୍ଧବାର୍ଷିକୀ: ଘାଟିରେ ବନ୍ଦ ହେଲା ଇଣ୍ଟରନେଟ ସେବା

ଘାଟୀରେ ମୁକବଲ ଭଟ୍ଟର ଶ୍ରାଦ୍ଧବାର୍ଷିକ ପାଳନ ସୂଚନା । ସୁରକ୍ଷା ଦୃଷ୍ଟିରୁ ବନ୍ଦ ହେଲା ଇଣ୍ଟିରନେଟ ସେବା।

author img

By

Published : Feb 11, 2020, 12:49 PM IST

ଆତଙ୍କୀ ମୁକବଲ ଭଟ୍ଟର ଶ୍ରାଦ୍ଧବାର୍ଷିକୀ: ଘାଟିରେ ବନ୍ଦ ହେଲା ଇଣ୍ଟରନେଟ ସେବା

ଜମ୍ମୁ: 1984ମସିହା ଆଜି ଦିନରେ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ ପ୍ରମୁଖ(ଏନଏଲଏଫ) ତଥା ଆତଙ୍କୀ ମୁକବଲ ଭଟ୍ଟଙ୍କୁ ଫାଶୀ ମିଳିଥିଲା। ଜଣେ ପୋଲିସ କର୍ମୀଙ୍କ ହତ୍ୟା ମାମଲାରେ ତିହାର ଜେଲରେ ଫାଶୀ ପାଇଥିଲା ମୁକବଲ । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକ ପାଳନ ନେଇ ଜମ୍ମୁ-କାଶ୍ମୀରରେ 2G ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ଗତ ରବିବାର ମଧ୍ୟ ଅଫଜଲ ଗୁରୁ ଶ୍ରାଦ୍ଧବାର୍ଷିକ ପାଳନକୁ ନେଇ, ଘାଟୀରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା । 2001 ସଂସଦର ଆକ୍ରମଣ କରିଥିଲା ଅଫଜଲ ଗୁରୁ । ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଧାରା 370 ହଟିବା ପର ଠାରୁ ଇଣ୍ଟରସେବାକୁ ବନ୍ଦ କରି ଦିଆଯାଇଥିଲା । ହେଲେ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଜାନୁଆରୀ 25ରେ ଘାଟୀରେ ପୁଣି ଥରେ ଆରମ୍ଭ ହୋଇଛି ଇଣ୍ଟରସେବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.