ETV Bharat / bharat

ଗ୍ରାମାଞ୍ଚଳରେ ସାହା ହେବ ମୋବାଇଲ ଏଟିଏମ ଭ୍ୟାନ - patna

ହାତ ପାହାନ୍ତାରେ ଏଟିଏମରୁ ଉଠାଇ ପାରିବେ ଟଙ୍କା । ଆଉ ଚାଲିଚାଲି ମାଇଲ ମାଇଲ ବାଟ ଯିବେନି ଗ୍ରାମାଞ୍ଚଳର ଲୋକେ । ଗାଁ ଗାଁ ବୁଲିବ କୋପୋରେଟିଭ ବ୍ୟାଙ୍କର ଏଟିଏମ ଭ୍ୟାନ ।

ଫାଇଲ ଫଟୋ
author img

By

Published : Jun 7, 2019, 1:23 AM IST

ପାଟନା : ଗାଁ ଗାଁ ବୁଲିବ ମୋବାଇଲ ଏଟିଏମ ଭ୍ୟାନ । ଦୂର ହେବ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଦୁଃଖ । ସହଜରେ ପାଇ ପାରିବେ ଟଙ୍କା । ବିହାର ସମସ୍ତିପୁରରେ କୋପୋରେଟିଭି ବ୍ୟାଙ୍କ ପକ୍ଷରୁ ହୋଇଛି ଏହି ବ୍ୟବସ୍ଥା । କୌଣସି ଏଟିଏମ କାର୍ଡରୁ ଏହି ଭ୍ୟାନରୁ ଟଙ୍କା କାଢି ପାରିବେ ଲୋକେ ।

ଜିଲ୍ଲାରେ ଏହି ଭ୍ୟାନ ପ୍ରଥମ ଥର ପାଇଁ ଚାଲିବ ବୋଲି ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଭ୍ୟାନ ଉଦଘାଟନ ପାଇଁ ସମସ୍ତ ଯୋଜନା ପୂରା ହୋଇସାରିଛି । ଖୁବ ଶୀଘ୍ର ଜିଲ୍ଲାରେ ଚାଲୁହେବ ଏହି ଭ୍ୟାନ।

ବ୍ୟାଙ୍କକୁ ଆସି ଟଙ୍କା ଉଠାଇ ପାରୁନଥିବା ଲୋକେ ନିଜ ଦୂଆରେ ପାଇବେ ଟଙ୍କା । ଆଉ ଦୂରଦୂରାନ୍ତରୁ ଗାଁ ଲୋକେ ଅଧିକ ଲାଭବାନ ହେବେ ।

Intro:Body:

DC

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.