ETV Bharat / bharat

ଟ୍ବିଟରରେ ଟ୍ରେଣ୍ଡ କରୁଛି ମିଶନ ଶକ୍ତି - space science

ଭାରତ ରଚିଛି ଏକ ନୂତନ ଇତିହାସ। ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ ମିସାଇଲ ଜରିଆରେ ଧ୍ୱଂସ କରାଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@narendramodi
author img

By

Published : Mar 27, 2019, 3:13 PM IST

ନୂଆଦିଲ୍ଲୀ: ଭାରତ ଅନ୍ତରୀକ୍ଷ ମହାଶକ୍ତି ପାଲଟିଛି। ଆଜି ଡିଆରଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ସୂଚନା ଦେଇଛନ୍ତି।

ତେବେ ମିଶନ ଶକ୍ତି ବିଷୟରେ ସୂଚନା ଦେବା ପରେ ସୋସିଆଲ ମିଡିଆରେ ଉଠିଛି ଝଡ। ସାରା ବିଶ୍ବରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି। ସମସ୍ତ ଟ୍ବିଟର ବ୍ୟବହାରକାରୀ ଏହି ପ୍ରସଙ୍ଗରେ ଟ୍ବିଟ୍‌ କରିବା ସହ ଏହା ଉପରେ ଅଧିକ ତଥ୍ୟ ଖୋଜୁଛନ୍ତି। ଏପରିକି ଟ୍ବିଟରର ସମସ୍ତ ୱାର୍ଲଡ ୱାଇଡ ଟ୍ରେଣ୍ଡରେ ଭାରତର ମିଶନ ଶକ୍ତି ସ୍ଥାନ ପାଇଛି।

Tweet picc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@narendramodi

ଟ୍ରେଣ୍ଡରେ ଥିବା ସମସ୍ତ 10ଟି ଟପିକରେ ଭାରତ ସ୍ଥାନ ପାଇଛି। ପ୍ରଥମେ ଡିଆରଡିଓ ରହିଛି ଯାହାକୁ 72 ହଜାର ଲୋକ ଟ୍ବିଟ୍‌ କରୁଛନ୍ତି। ଏହାପରେ ଆଣ୍ଟି ସାଟେଲାଇଟ ରହିଛି ଯାହାକୁ 62 ହଜାର ଲୋକ ଟ୍ବିଟ୍‌ କରୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ପିଏମ ମୋଦି, ଋଷ ଓ ଚୀନ, ଲୋ ଆର୍ଥ ଓରବିଟ୍‌ ଭଳି ଟପିକ ଉପରେ ଲୋକେ ଅଧିକ ଟ୍ବିଟ୍‌ କରୁଛନ୍ତି । ଫଳରେ ଟ୍ବିଟରର ସମସ୍ତ ୱାର୍ଲଡ ୱାଇଡ ଟ୍ରେଣ୍ଡରେ କେବଳ ଭାରତର ମିଶନ ଶକ୍ତି ରହିଛି।

ଆଜି ଭାରତ ଏକ ନୂତନ ଇତିହାସ ରଚିଛି । ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ ମିସାଇଲ ଜରିଆରେ ଧ୍ୱଂସ କରାଯାଇଛି। ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର । ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ ମିସାଇଲ ଥିଲା।

Slug - ଟିକେଟ ନପାଇ ଦଳରୁ ଇସ୍ତଫା ଦେଲେ ସନ୍ତୋଷ

Format- AVO

Place- khurda,25.3.19

Visual- whatsaap

ଅଙ୍କର : ପଦ୍ମ ଛାଡିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଜେନା । ସେ ନିଜ ଇସ୍ତଫା ପତ୍ର ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇବା ସହ ନିଜ ଇସ୍ତଫା ପତ୍ରରେ ଉଲେଖ କରିଛନ୍ତି , 1984 ମସିହା ଠାରୁ ସେ ବିଜେପି ଦଳରେ ନିଷ୍ଠାପର ଭାବେ କାର୍ଯ୍ୟକରି ଆସୁଥିବା ବେଳେ ରାଜ୍ୟ ନେତୃତ୍ୱ ତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିନାହାନ୍ତି । ବର୍ତମାନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀରେ ତାଙ୍କ ସଂଗଠନ ଦୃଢ ଥିବା ବେଳେ  ତାଙ୍କ ବଦଳରେ ଦଳ ଆଜି ବିଶ୍ୱରଂଜନ ବଡ଼ଜେନାଙ୍କୁ ପାର୍ଥି ଘୋଷଣା କରିଛି । ଏହାକୁ ନେଇ ସେ ଇସ୍ତଫା ଦେଇଥିବା ଜଣାପଡୁଛି । 

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.