ଗୌହାଟି: 40 ଆସାମ ରାଇଫଲ୍ସ କ୍ୟାଡରରେ ଉଗ୍ରବାଦୀ ଆକ୍ରମଣ । ଉଲ୍ଫା(ଆଇ) ଓ ଏନଏସସିଏନ(କେ) 2 ଉଗ୍ରବାଦୀ ସଂଗଠନର ଆକ୍ରମଣରେ 2 ଯବାନ ଶହୀଦ ହୋଇଛନ୍ତି । ଏଥିସହ 3ଜଣ ଗମ୍ଭୀର ଅଛନ୍ତି ।
ସୂଚନାଥାଉକି, ଯବାନ ଓ ଉଗ୍ରବାଦୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଥିଲା । ଏହାପରେ ଉଗ୍ରବାଦୀମାନେ ସେହି ସ୍ଥାନ ଛାଡି ପଳାଇଛନ୍ତି । ଏହି ଘଟଣାଟି ନାଗାଲାଣ୍ତ ରାଜ୍ୟର ମନ୍ ଜିଲ୍ଲାରେ ଘଟିଛି ।