ETV Bharat / bharat

କୋରୋନା ପାଇଁ NEET ପରୀକ୍ଷା ସ୍ଥଗିତ - National Eligibility cum Entrance Test

କୋରୋନା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (MHRD)ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (NEET) 2020କୁ ସ୍ଥଗିତ ରଖିଛି । ଅଧିକ ପଢନ୍ତୁ...

MHRD has postponed the National Eligibility cum Entrance Test exam.
କୋରୋନା ପାଇଁ NEET ପରୀକ୍ଷା ସ୍ଥଗିତ
author img

By

Published : Mar 28, 2020, 12:07 AM IST

ନୂଆଦିଲ୍ଲୀ: କୋରୋନା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (MHRD)ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (NEET) 2020କୁ ସ୍ଥଗିତ ରଖିଛି । ଏହି ପରୀକ୍ଷା ଆସନ୍ତା ମେ 3 ତାରିଖରେ ଅନୁଷ୍ଠିତ ହୋଇଥାନ୍ତା ।

ଭାରତରେ କୋରୋନା ଭାଇରସ ଯୋଗୁଁ ଲକ ଡାଉନ କରାଯାଇଛି । ଏପରି ସ୍ଥିତିରେ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ କାର୍ଡ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ନାହିଁ। ମାର୍ଚ୍ଚ 27 ତାରିଖରେ ଦିନ NEET ଆଡମିଟ କାର୍ଡ ପ୍ରକାଶିତ ହୋଇଥାନ୍ତା ।

ସୂଚନା ଅନୁଯାୟୀ, NEET 2020 ମେ 3ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପରୀକ୍ଷା ଫଳାଫଳ ଜୁନ୍ 4ରେ ଘୋଷଣା କରାଯାଇଥାନ୍ତା । ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକରେ ୟୁଜି ମେଡିକାଲ୍ ଏବଂ ଡେଣ୍ଟାଲ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୁଏ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.