ETV Bharat / bharat

କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ - metro

ଶୁକ୍ରବାର ସକାଳେ ଦିଲ୍ଲୀ ସ୍ଥିତ କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟସ୍ଥ ଏକ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଜଲୋସା ବିହାର ଶାହୀନ ବାଗ ଏବଂ କାଳନ୍ଦୀ କୁଞ୍ଜ ମଧ୍ୟରେ ମେଟ୍ରୋଟ୍ରେନ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି ।

ଫାଇଲ ଫଟୋ
author img

By

Published : Jun 21, 2019, 10:50 AM IST

Updated : Jun 21, 2019, 10:56 AM IST

ନୂଆଦିଲ୍ଲୀ: କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଫର୍ଣ୍ଣିଟର ଗୋଦାମରେ ଲାଗିଲା ନିଆଁ । ଶୁକ୍ରବାର ସକାଳ ସମୟରେ ଦିଲ୍ଲୀ କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଫର୍ଣ୍ଣିଟର ଗୋଦାମରେ ନିଆଁ ଲାଗିଯାଇଥିଲା । ଯାହାଫଳରେ
ଜଲୋସା ବିହାର ଶାହୀନ ବାଗ ଏବଂ କାଳନ୍ଦୀ କୁଞ୍ଜ ମଧ୍ୟରେ ଥିବା ମେଟ୍ରୋ ଟ୍ରେନଗୁଡିକୁ ଅସ୍ଥାୟୀ ରୂପେ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗିଯାଇଥିଲାଲା । ଏହାପରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ଏପଟେ ଏହି ଘଟଣା ପରେ ଜଲୋସା ବିହାର ଶାହୀନ ବାଗ ଏବଂ କାଳନ୍ଦୀ କୁଞ୍ଜ ମଧ୍ୟରେ ଥିବା ମେଟ୍ରୋ ଟ୍ରେନଗୁଡିକୁ ଅସ୍ଥାୟୀ ରୂପେ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି

https://www.aninews.in/news/national/general-news/delhi-metro-magenta-line-train-services-affected-due-to-fire-in-kalindi-kunj20190621081441/

Intro:Body:

blank

Conclusion:
Last Updated : Jun 21, 2019, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.