ETV Bharat / bharat

ସମ୍ମାନଜନକ ୟୁପିଏସସି ପରୀକ୍ଷା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ଅନୁଭୂତି..

author img

By

Published : Aug 14, 2020, 11:42 AM IST

Updated : Aug 14, 2020, 4:18 PM IST

ପ୍ରଶାସନିକ କ୍ଷେତ୍ରରେ ଦେଶର ସବୁଠାରୁ ବଡ ପରୀକ୍ଷା କୁହାଯାଉଥିବା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ରହସ୍ୟ ଜାଣିବାକୁ ଚାହୁଁଛନ୍ତି କି ? ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ଦେଶର ସେବା କରିବା ପାଇଁ ଆପଣଙ୍କର ବି ଇଚ୍ଛା ରହିଛି କି ? ଏ ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ଇଟିଭି ଭାରତର ସ୍ବତନ୍ତ୍ର ୱେବିନାରରେ ସାମିଲ ହୁଅନ୍ତୁ । ଶୁକ୍ରବାର ଅପରାହ୍ନ 12ଟାରେ ଏହାର ପ୍ରଥମ ପର୍ଯ୍ୟାୟ ଆୟୋଜିତ ହେବାକୁ ଥିବା ବେଳେ ଅପରାହ୍ନ 2ଟାରେ ଏହାରେ ଦ୍ବିତୀୟ ପର୍ଯ୍ୟାୟ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟରେ ଯୋଡି ହେବେ ପୂର୍ବତନ ଆଇପିଏସ ଅଫିସର ଅଜୟ କୁମାର, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମହେଶ ଏମ ଭାଗୱତ, 6ଷ୍ଠ ରାଙ୍କରେ ଉନ୍ନୀତ ବୈଶାଖା ଯାଦବ, 39ତମ ସ୍ଥାନରେ ଉତ୍ତୀର୍ଣ୍ଣ ରୁଚି ବିନ୍ଦଲ ଓ 303 ରାଙ୍କ ହୋଲ୍ଡର ସୁଫିଆନ ଅହମ୍ମଦ । ତେବେ ସଫଳତାର ଏହି ଯାତ୍ରାରେ କିପରି ଥିଲା ସେମାନଙ୍କ ଅନୁଭୂତି, ଶୁଣନ୍ତୁ...

ସମ୍ମାନଜନକ ୟୁପିଏସସି ପରୀକ୍ଷା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ଅନୁଭୂତି

ETV Bharat

ସମ୍ମାନଜନକ ୟୁପିଏସସି ପରୀକ୍ଷା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ଅନୁଭୂତି..

ETV Bharat

ସମ୍ମାନଜନକ ୟୁପିଏସସି ପରୀକ୍ଷା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ଅନୁଭୂତି..
Last Updated : Aug 14, 2020, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.