ETV Bharat / bharat

ମିରଟର କୀଟନାଶକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶର ମିରଟର ଏକ କୀଟନାଶକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।

author img

By

Published : Jun 15, 2019, 12:40 PM IST

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟର ମୋହକମପୁର ଅଦ୍ୟୋଗିକ ଅଞ୍ଚଳରେ ଥିବା ଏକ କୀଟନାଶକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଲକ୍ଷାଧିକ ସାମଗ୍ରୀ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ 9ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାନୂଯାୟୀ, ନିଆଁର ଭୟାବହ ଏତେ ମାତ୍ରାରେ ଥିଲା ଯେ ଆଖି ପିଛୁଳାକେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରିରେ ବ୍ୟାପି ଯାଇଥିଲା । ତେବେ କୀଟନାଶକ ଫ୍ୟାକ୍ଟ୍ରି ନିକଟରେ ଥିବା ଅନ୍ୟ ଫ୍ୟାକ୍ଟ୍ରି ମଧ୍ୟ ନିଆଁ ବ୍ୟାପି ଯାଇ ଅନେକ କ୍ଷତି ହୋଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ତାହା ଜଣାପଡିନାହିଁ ।

slug-protest against growing crime
format-avo
report-sadasiba patra
place-Phulabani(Kandhamal)
date-10.6.2019
କନ୍ଧମାଳ ଜିଲାରେ ବଢିଚାଲିଛି ଅପରାଧ  । ମୂଖ୍ୟତଃ ମହିଳା ଓ ଶିଶୁ  ମାନଙ୍କ ଉପରେ ଅଧିକ ଅତ୍ୟାଚାର ବଢିଥିବା ବେଳେ ଅତି ଅମାନବୀୟ କାଣ୍ଡ ସବୁ ଭିଆଉଛନ୍ତି ଅପରାଧୀ ମାନେ  । ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଛଅ ବର୍ଷର ଛାତ୍ରକୁ ଅପହରଣ ହତ୍ୟା କରି ପାହାଡ କୋରଡରେ ଲୁଚାଇଦେବା ଘଟଣା ବିରୋଧରେ ମୁଣ୍ଡଟେକିଛି ସ୍ତାନୀୟ ଅନେକ ସଂଗଠନ  । ଅପରାଧୀଙ୍କ ବିରୋଧରେ ତୁରନ୍ତ ଫୈସଲା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ଶୁଣାଣୀ କରି ଫାଶିଦଣ୍ଡ ଦେବାକୁ ଦାବି କରିଛି ଅେକ ସଂଗଟନ  । ସେହିପରି ଏପରି ଅପରାଧ ବୃଦ୍ଧି ପାଉଥିବାରୁ ଅପରାଧିଙ୍କୁ ସାବାଡ କରିବାକୁ ପୋଲିସକୁ ଦାବି କରାଯାଇଛି  । ଆଜି ଫୁଲବାଣୀ ରୁଜାଙ୍ଗି ଠାରୁ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ବିଭିନ୍ନ ସଂଗଠନର ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରା କରିଥିଲେ  । ଶେଷରେ ଜିଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଥିଲେ  । ପରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବି ପତ୍ର ପ୍ରଦାନ କରିଛନ୍ତି ଏହି ମିଳିତ ସଂଗଠନ  । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।  
.................
ଫିଡ୍ ଏଫଟିପିରେ ଯାଇଛି । 

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.