ETV Bharat / bharat

କେରଳ ବିମାନ ଦୁର୍ଘଟଣା: ପ୍ରାଣ ହରାଇଥିବା ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମାୟାବତୀ

author img

By

Published : Aug 8, 2020, 1:52 PM IST

ଶନିବାର ବିଏସପି ମୁଖ୍ୟ ମାୟାବତୀ କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାୟଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

mayabati
କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମାୟାବତୀ

ଲକ୍ଷ୍ନୌ:କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାୟଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମାୟାବତୀ । ଶନିବାର ବିଏସପି ମୁଖ୍ୟ ମାୟାବତୀ କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାୟଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପାୟଲଟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ ଲେଖିଛନ୍ତି, ‘ଶୁକ୍ରବାର କେରଳରେ ବିମାନରେ ଥିବା 190 ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ଅପୂର୍ବ ଦକ୍ଷତା, ଚତୁରତା ଏବଂ ସାହସିକତାକୁ ସାଲ୍ୟୁଟ। ମୁଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କ ବଳିଦାନ ପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଜଣାଇବାକୁ ନିବେଦନ କରୁଛି’।

ଶୁକ୍ରବାର ସନ୍ଧ୍ୟା 7.40 ସମୟରେ ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ବିମାନ IX-1344 କେରଳ କରିପୁରସ୍ଥିତ କୋଝିକୋଡ ଠାରେ ରେନୱେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବିମାନଟି ରେନୱେରୁ ଖସିଯାଇ 30 ଫୁଟ ଗଭୀର ଖାଲରେ ପଡି ଦୁଇ ଖଣ୍ଡ ହୋଇଥିଲା । ଏହି ଦୁ୍ଘଟଣା କାରଣରୁ 2 ପାଇଟଲଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.