ETV Bharat / bharat

ଏଣିକି ଡିଜିଟାଲ ପ୍ରଚାର, ଟ୍ବିଟରରେ ଏଣ୍ଟ୍ରି କଲେ ମାୟା

ଲକ୍ଷ୍ମୌ: ସୋସିଆଲ ମିଡିଆରେ ଯୋଡି ହେଲେ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ । ଡିଜିଟାଲ ଇଣ୍ଡିଆ ମୁହାଁ ଦେଶ । ଆଉ ସେଥିପାଇଁ ଡିଜିଟାଲ ପ୍ରଚାର କରିବାକୁ ଚାହୁଁଛନ୍ତି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟା । ନିର୍ବାଚନକୁ ଆଖିରେ ରଖି ସୋସିଆଲ ମିଡିଆ ଟ୍ବିଟରରେ ସକ୍ରିୟ ହେବାକୁ ଚାହୁଁଛନ୍ତି ସେ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 6, 2019, 3:23 PM IST

ସୁଶ୍ରୀ ମାୟାବତୀଙ୍କ ନାମରେ ଖୋଲା ଯାଇଛି ଟ୍ବିଟର ଆକାଉଣ୍ଟ । ତାଙ୍କ ବାସଭବନର ଠିକଣା ମଧ୍ୟ ଏହି ପ୍ରଫାଇଲରେ ଦେଖିବାକୁ ମିଳିଛି । ପ୍ରଥମ ଥର ଟ୍ବିଟର ମାଧ୍ୟମରେ ସେ ଗଣମାଧ୍ୟମ ଓ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ଟ୍ବଟରରେ ସକ୍ରିୟ ହେବା କ୍ଷଣି ମାୟା 11ଟି ଟ୍ବିଟ କରି ସାରିଲେଣି । ଏହି ୱେବସାଇଟରେ ବିଏସପି ସହ ଜଡିତ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ । ତାଙ୍କ ଫଲୋଅରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

Intro:Body:

ଏଣିକି ଡିଜିଟାଲ ପ୍ରଚାର, ଟ୍ବିଟରରେ ଏଣ୍ଟ୍ରି କଲେ ମାୟା 

ଲକ୍ଷ୍ମୌ: ସୋସିଆଲ ମିଡିଆରେ ଯୋଡି ହେଲେ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ । ଡିଜିଟାଲ ଇଣ୍ଡିଆ ମୁହାଁ ଦେଶ । ଆଉ ସେଥିପାଇଁ ଡିଜିଟାଲ ପ୍ରଚାର କରିବାକୁ ଚାହୁଁଛନ୍ତି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟା । ନିର୍ବାଚନକୁ ଆଖିରେ ରଖି ସୋସିଆଲ ମିଡିଆ ଟ୍ବିଟରରେ ସକ୍ରିୟ ହେବାକୁ ଚାହୁଁଛନ୍ତି ସେ ।

ସୁଶ୍ରୀ ମାୟାବତୀଙ୍କ ନାମରେ ଖୋଲା ଯାଇଛି ଟ୍ବିଟର ଆକାଉଣ୍ଟ । ତାଙ୍କ ବାସଭବନର ଠିକଣା ମଧ୍ୟ ଏହି ପ୍ରଫାଇଲରେ ଦେଖିବାକୁ ମିଳିଛି । ପ୍ରଥମ ଥର ଟ୍ବିଟର ମାଧ୍ୟମରେ ସେ ଗଣମାଧ୍ୟମ ଓ ଦେଶବାସୀଙ୍କୁ ସମ୍ବୋଧିତ କରିବେ । 

ଟ୍ବିଟରରେ ସକ୍ରିୟ ହେବା କ୍ଷଣି ମାୟା 11ଟି ଟ୍ବିଟ କରି ସାରିଲେଣି । ଏହି ୱେବସାଇଟରେ ବିଏସପି ସହ ଜଡିତ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ । ତାଙ୍କ ଫଲୋଅରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।      

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.