ETV Bharat / bharat

ପୁଲଓ୍ବାମା ଆକ୍ରମଣ: ମାଷ୍ଟର ମାଇଣ୍ଡର ପୁରା କୁଣ୍ଡଳୀ - PULWAMA

ମାସୁଦ ଅଜହର ସାରା ବିଶ୍ବ ନଜରରେ ଆତଙ୍କବାଦୀଙ୍କ ଗଡ ଫାଦର ପାଲଟିଛି । ବିଭିନ୍ନ ଦେଶ ମାସୁଦ ଅଜହର ଓ ତାର ସଂଗଠନ ଜୈସ ଏ ମହମ୍ମଦ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ହେଲେ ଚୀନ କିନ୍ତୁ ଆତଙ୍କବାଦୀର ମାନ୍ୟତାକୁ ବିରୋଧ କରିଆସୁଛି । ବିଶେଷକରି ଭାରତ ଉପରେ ବାରମ୍ବାର ଆକ୍ରମଣ କରୁଥିବା ଏହି ସଂଗଠନର ମୂଳ ଲକ୍ଷ୍ୟ କାଶ୍ମୀରକୁ ପାକିସ୍ତାନରେ ସାମିଲ କରିବା । ତେବେ କାହିଁକି ଭାରତ ବିରୋଧରେ ମାସୁଦ ଅଜହର ବିଷ ଓଗାଳୁଛି ଓ କିପରି ତିଆରି ହୋଇଛି ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ଯାହାକୁ ଜାଣିବା ଜରୁରୀ । ସବୁଠୁ ବଡ଼ କଥା ହେଲା 1999 ମସିହାରେ ଭାରତୀୟ ଜେଲରେ ଥିଲା ଆତଙ୍କବାଦୀ ମାସୁଦ ଅଜହର ।

ଡିଜାଇନ ଫଟୋ
author img

By

Published : Feb 15, 2019, 11:23 AM IST

ହାଇଦ୍ରାବାଦ: 1989ରେ ଉତ୍ତର ପାକିସ୍ତାନର ବିବାଦୀୟ ସ୍ଥାନ ବା ବର୍ତ୍ତମାନ ଆଫଗାନିସ୍ତାନ(ହିନ୍ଦୁ କୁଶ)ର ପାହାଡ ଅଞ୍ଚଳରେ ଅଟକି ରହିବା ପରେ ସୋଭିଏତ ୟୁନିଅନ ପଛଘୁଞ୍ଚା ଦେଇଥିଲା । ଏହି ପରାଜୟ ଦୀର୍ଘ 4 ଦଶକ ଧରି ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତିମ ପରିଣତି ବୋଲି ଜଣାପଡିଥିଲା । ଏହାପରେ ଆଫଗାନିସ୍ତାନର ସୋଭିଏତ ୟୁନିଅନ ସହିତ ଲଢିବା ପାଇଁ ଆମେରିକା ଇସଲାମିକର ଚରମପନ୍ଥୀ ଗୋଷ୍ଠୀକୁ ଅଧିକ ମାତ୍ରାରେ ଆର୍ଥିକ ସହଯୋଗ ଓ ସେନା ଯୋଗାଇଥିଲା । ଯାହାକି ଇସଲାମିକ ଆତଙ୍କବାଦୀ ସଂଗଠନକୁ ଆଗକୁ ବଢାଇବା ପାଇଁ ସହଯୋଗ କରିଥିଲା ।

1989ରେ ସୋଭିଏତ-ଆଫଗାନ ଯୁଦ୍ଧର ସମାପ୍ତି ହୋଇଥିଲା । ଏହାପରେ କଠୋରପନ୍ଥୀ ଗୋଷ୍ଠୀ କେଉଁଠି ରହିବେ ଏବଂ ନିଜ ଆଭିମୁଖ୍ୟକୁ ଆଗକୁ କିଭଳି ନେବେ ସେ ନେଇ ଆରମ୍ଭ ହୋଇଥିଲା ରଣନୀତି । ଏହି ସମୟରେ 'ହରକତ-ଉଲ-ମୁଜାହିଦ୍ଦିନ' ନାମକ ସଂଗଠନ ଜନ୍ମ ନେଇଥିଲା । ଆଫଗାନ୍ତିସ୍ତାନରେ ଏହା ଏକ ସକ୍ରିୟ ଆତଙ୍କବାଦୀ ସଂଗଠନ ଥିଲା । ଯାହାକି ହରକତ-ଉଲ-ଜିହାଦରୁ ଭାଙ୍ଗି ତିଆରି ହୋଇଥିଲା । 1989ରେ କଶ୍ମୀରରେ ଆରମ୍ଭ ହୋଇଥିବା ଅଲଗାବାଦୀ ଆନ୍ଦୋଳନରେ ହରକତ-ଉଲ-ମୁଜାହିଦ୍ଦିନ ସକ୍ରିୟ ସଂଗଠନ ଥିଲା । 1993 ଏବଂ 94ରେ ଭାରତୀୟ ସୁରକ୍ଷା କର୍ମୀ କିନ୍ତୁ ଏହି ହରକତ-ଉଲ-ମୁଜାହିଦ୍ଦିନ(ହାମ୍)କୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ । ଯେଉଁଥିରେ ହାମର ସେକ୍ରେଟେରୀ ମୌଲାନା ମାସୁଦ ଅଜହର ଏବଂ ସଜ୍ଜାଦ ଆଫଗାନୀକୁ ଭାରତୀୟ ସେନା ଗିରଫ କରିଥିଲା ।

ଏହାପରେ କିନ୍ତୁ 1999 ମସିହାରେ ସଜ୍ଜାଦ ଆଫଗାନୀ ଜେଲରୁ ଚମ୍ପଟ ମାରୁଥିବା ବେଳେ ଏନକାଉଣ୍ଟରର ଶିକାର ହୋଇଥିଲା । ଯାହାର ଜବାବରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ-814କୁ ଅପହରଣ କରିନେଇଥିଲା ଆତଙ୍କବାଦୀ ସଂଗଠନ । ଏହାପରେ ଭାରତରେ ବନ୍ଦୀ ଥିବା ତିନି ଆତଙ୍କବାଦୀ ମୋଲନା ମାସୁଦ ଅଜହର, ଅହମଦ ଉମର ସଇଦ ଏବଂ ମୁସ୍ତଫାକ ଅହମ୍ମଦ ଜରଗରକୁ କାନ୍ଦାହରରେ ଛାଡି ଦିଆଯାଇଥିଲା । ପାକିସ୍ତାନରେ ପହଞ୍ଚିବା ପରେ ମୌଲାନା ମାସୁଦ ଆଜାହର ହାମରୁ ଅଲଗା ହୋଇ ନିଜ ସଂଗଠନ ବନାଇଥିଲା । ଯାହାର ନାମ ରଖିଥିଲା ଜୈଶ-ଏ-ମହମ୍ମଦ ।

undefined

ଏହାପରେ 2001 ଅକ୍ଟୋବରରେ ଜମ୍ମୁ କଶ୍ମୀର ବିଧାନସଭା ଉପରେ ଆକ୍ରମଣ କରିଥିଲା ମାସୁଦ ଅଜହର । ଯେଉଁଥିରେ 38 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର 2 ମାସ ପରେ ଡିସେମ୍ବର 2001ରେ ଲସ୍କର-ଏ-ତୋଇବା ସହିତ ମିଶି ସଂସଦ ଉପରେ ଆକ୍ରମଣ କରିଥିଲା ମାସୁଦ ଅଜହର । ଯେଉଁଥିରେ 8 ଯବାନ ସହିଦ ହୋଇଥିଲେ । ଅକ୍ଟୋବର 2001ରେ ଭାରତର ଦାବି ପରେ ଜାତିସଂଘ ଜୈସ ଏ ମହମ୍ମଦକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ଏହାପରେ 2001ରେ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲା ।

ଏହାପରେ ପାକିସ୍ତାନ ମଧ୍ୟ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲା । 2002ରେ ପାକିସ୍ତାନର ସେତେବେଳର ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଭାରତ ଗସ୍ତ ପୂର୍ବରୁ ଏହି ଘୋଷଣା କରିଥିଲା । ଏହାପରେ ମାର୍ଚ୍ଚ 2002ରୁ ସେପ୍ଟେମ୍ବର 2002 ମଧ୍ୟରେ ଜୈସ ଏ ମହମ୍ମଦ ଇସଲାମାବାଦ, କରାଚି, ମୁରୀ, ବହାବଲପୁର ଏବଂ ଫିଦାୟାନିରେ ଜୋରଦାର ଆକ୍ରମଣ କରିଥିଲା । ଏହାପରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏହି ଆତଙ୍କବାଦୀ ସଂଗଠନ । ଖୁଦ୍ଦାମ-ଉଲ-ଇସଲାମ ସଂଗଠନ ମାସୁଦ ଆଜାହର ନେତୃତ୍ବରେ ଅନ୍ୟଟି ତହରିକ-ଉଲ-ଫୁରକାନ ସଂଗଠନ ଅବଦୁଲହା ଶାହ ମଜହର ନେତୃତ୍ବରେ । ଏହାପରେ ପାକିସ୍ତାନ ସରକାର ଉଭୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ମାସୁଦ ଅଜହର 'ଅଲ-ରହମତ ଟ୍ରଷ୍ଟ' ରଖିଥିଲା ତା' ସଂଗଠନର ନାମ । ତେବେ ମୁଶାରଫଙ୍କ ଏପରି ନିୟମକୁ ବିରୋଧ କରି ମାସୁଦ ଅଜହର 14 ଏବଂ 25 ଡିସେମ୍ବର 2003ରେ ଆକ୍ରମଣ କରିଥିଲା ।

undefined

ତେବେ ପାକିସ୍ତାନ ସରକାରଙ୍କ ଏପରି କଡା ଆଭିମୁଖ୍ୟ ଉପରେ ବୁଝାମଣା କରିଥିଲା ମାସୁଦ ଅଜହର । ଏହାପରେ ଗୁପ୍ତ ଭାବରେ ଆଇଏସଆଇ ମାସୁଦ ଅଜହରକୁ ଭାରତ ବିରୋଧରେ ଶକ୍ତି ବୃଦ୍ଧି କରିବା ପାଇଁ ସହଯୋଗ କରିଥିଲା । 2009ରେ ପାକିସ୍ତାନସ୍ଥିତ ମହାବଲପୁରରେ ସାଢେ 6 ଏକର ଜାଗାରେ ମାସୁଦ ଅଜହର ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିଥିବା ସୂଚନା । ତେବେ 2014ରେ ଲୋକସଭା ନିର୍ବାଚନ ବେଳେ ମାସୁଦ ଆଜାହର ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଥିଲା । ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହା ହେଲେ ତା' ପାଖରେ 300 ଜଣ ଆତ୍ମଘାତୀ ଆକ୍ରମଣକାରୀ ଥିବା ଚେତାବନୀ ଦେଇଥିଲା ।

ତେବେ ପ୍ରଧାନମନ୍ତ୍ରୀ ହେବା ପରେ 25 ଡିସେମ୍ବର 2015ରେ ନରେନ୍ଦ୍ର ମୋଦି ଲାହୋର ଯାଇ ମୁଶାରଫଙ୍କୁ ଭେଟିଥିଲେ । ଏହାପରେ ଜୈସ ଏ ମହମ୍ମଦ ସେପ୍ଟେମ୍ବର 2016ରେ ପଠାନକୋଟ ଏୟାରବେସ ଉପରେ ଆକ୍ରମଣ କରିଥିଲା । ସେପ୍ଟେମ୍ବର 2016ରେ ଉରୀ ଆକ୍ରମଣରେ ଜୈସ ଏ ମହମ୍ମଦର ହାତ ଥିବା ଜଣାପଡିଥିଲା । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଜୈସ ଏ ମହମ୍ମଦ କଶ୍ମୀରରେ ସବୁଠୁ ବଡ ଆତଙ୍କବାଦୀ ସଂଗଠନ ବୋଲି ସୂଚନା ରହିଛି ।

Intro:Body:

ହାଇଦ୍ରାବାଦ: ମାସୁଦ ଅଜହର ସାରା ବିଶ୍ବ ନଜରରେ ଆତଙ୍କବାଦୀଙ୍କ ଗଡ ଫାଦର ପାଲଟିଛି । ବିଭିନ୍ନ ଦେଶ ମାସୁଦ ଅଜହର ଓ ତାର ସଂଗଠନ ଜୈସ ଏ ମହମ୍ମଦ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ହେଲେ ଚୀନ କିନ୍ତୁ ଆତଙ୍କବାଦୀର ମାନ୍ୟତାକୁ ବିରୋଧ କରିଆସୁଛି । ବିଶେଷକରି ଭାରତ ଉପରେ ବାରମ୍ବାର ଆକ୍ରମଣ କରୁଥିବା ଏହି ସଂଗଠନର ମୂଳ ଲକ୍ଷ୍ୟ କାଶ୍ମୀରକୁ ପାକିସ୍ତାନରେ ସାମିଲ କରିବା । ତେବେ କାହିଁକି ଭାରତ ବିରୋଧରେ ମାସୁଦ ଅଜହର ବିଷ ଓଗାଳୁଛି ଓ କିପରି ତିଆରି ହୋଇଛି ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ଯାହାକୁ ଜାଣିବା ଜରୁରୀ । ସବୁଠୁ ବଡ଼ କଥା ହେଲା 1999 ମସିହାରେ ଭାରତୀୟ ଜେଲରେ ଥିଲା ଆତଙ୍କବାଦୀ ମାସୁଦ ଅଜହର ।

1989ରେ ଉତ୍ତର ପାକିସ୍ତାନର ବିବାଦୀୟ ସ୍ଥାନ ବା ବର୍ତ୍ତମାନ ଆଫଗାନିସ୍ତାନ(ହିନ୍ଦୁ କୁଶ)ର ପାହାଡ ଅଞ୍ଚଳରେ ଅଟକି ରହିବା ପରେ ସୋଭିଏତ ୟୁନିଅନ ପଛଘୁଞ୍ଚା ଦେଇଥିଲା । ଏହି ପରାଜୟ ଦୀର୍ଘ 4 ଦଶକ ଧରି ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତିମ ପରିଣତି ବୋଲି ଜଣାପଡିଥିଲା । ଏହାପରେ ଆଫଗାନିସ୍ତାନର ସୋଭିଏତ ୟୁନିଅନ ସହିତ ଲଢିବା ପାଇଁ ଆମେରିକା ଇସଲାମିକର ଚରମପନ୍ଥୀ ଗୋଷ୍ଠୀକୁ ଅଧିକ ମାତ୍ରାରେ ଆର୍ଥିକ ସହଯୋଗ ଓ ସେନା ଯୋଗାଇଥିଲା । ଯାହାକି ଇସଲାମିକ ଆତଙ୍କବାଦୀ ସଂଗଠନକୁ ଆଗକୁ ବଢାଇବା ପାଇଁ ସହଯୋଗ କରିଥିଲା ।

1989ରେ ସୋଭିଏତ-ଆଫଗାନ ଯୁଦ୍ଧର ସମାପ୍ତି ହୋଇଥିଲା । ଏହାପରେ କଠୋରପନ୍ଥୀ ଗୋଷ୍ଠୀ କେଉଁଠି ରହିବେ ଏବଂ ନିଜ ଆଭିମୁଖ୍ୟକୁ ଆଗକୁ କିଭଳି ନେବେ ସେ ନେଇ ଆରମ୍ଭ ହୋଇଥିଲା ରଣନୀତି । ଏହି ସମୟରେ 'ହରକତ-ଉଲ-ମୁଜାହିଦ୍ଦିନ' ନାମକ ସଂଗଠନ ଜନ୍ମ ନେଇଥିଲା । ଆଫଗାନ୍ତିସ୍ତାନରେ ଏହା ଏକ ସକ୍ରିୟ ଆତଙ୍କବାଦୀ ସଂଗଠନ ଥିଲା । ଯାହାକି ହରକତ-ଉଲ-ଜିହାଦରୁ ଭାଙ୍ଗି ତିଆରି ହୋଇଥିଲା । 1989ରେ କଶ୍ମୀରରେ ଆରମ୍ଭ ହୋଇଥିବା ଅଲଗାବାଦୀ ଆନ୍ଦୋଳନରେ ହରକତ-ଉଲ-ମୁଜାହିଦ୍ଦିନ ସକ୍ରିୟ ସଂଗଠନ ଥିଲା । 1993 ଏବଂ 94ରେ ଭାରତୀୟ ସୁରକ୍ଷା କର୍ମୀ କିନ୍ତୁ ଏହି ହରକତ-ଉଲ-ମୁଜାହିଦ୍ଦିନ(ହାମ୍)କୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ । ଯେଉଁଥିରେ ହାମର ସେକ୍ରେଟେରୀ ମୌଲାନା ମାସୁଦ ଅଜହର ଏବଂ ସଜ୍ଜାଦ ଆଫଗାନୀକୁ ଭାରତୀୟ ସେନା ଗିରଫ କରିଥିଲା ।

ଏହାପରେ କିନ୍ତୁ 1999 ମସିହାରେ ସଜ୍ଜାଦ ଆଫଗାନୀ ଜେଲରୁ ଚମ୍ପଟ ମାରୁଥିବା ବେଳେ ଏନକାଉଣ୍ଟରର ଶିକାର ହୋଇଥିଲା । ଯାହାର ଜବାବରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ-814କୁ ଅପହରଣ କରିନେଇଥିଲା ଆତଙ୍କବାଦୀ ସଂଗଠନ । ଏହାପରେ ଭାରତରେ ବନ୍ଦୀ ଥିବା ତିନି ଆତଙ୍କବାଦୀ ମୋଲନା ମାସୁଦ ଅଜହର, ଅହମଦ ଉମର ସଇଦ ଏବଂ ମୁସ୍ତଫାକ ଅହମ୍ମଦ ଜରଗରକୁ କାନ୍ଦାହରରେ ଛାଡି ଦିଆଯାଇଥିଲା । ପାକିସ୍ତାନରେ ପହଞ୍ଚିବା ପରେ ମୌଲାନା ମାସୁଦ ଆଜାହର ହାମରୁ ଅଲଗା ହୋଇ ନିଜ ସଂଗଠନ ବନାଇଥିଲା । ଯାହାର ନାମ ରଖିଥିଲା ଜୈଶ-ଏ-ମହମ୍ମଦ ।

ଏହାପରେ 2001 ଅକ୍ଟୋବରରେ ଜମ୍ମୁ କଶ୍ମୀର ବିଧାନସଭା ଉପରେ ଆକ୍ରମଣ କରିଥିଲା ମାସୁଦ ଅଜହର । ଯେଉଁଥିରେ 38 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର 2 ମାସ ପରେ ଡିସେମ୍ବର 2001ରେ ଲସ୍କର-ଏ-ତୋଇବା ସହିତ ମିଶି ସଂସଦ ଉପରେ ଆକ୍ରମଣ କରିଥିଲା ମାସୁଦ ଅଜହର । ଯେଉଁଥିରେ 8 ଯବାନ ସହିଦ ହୋଇଥିଲେ । ଅକ୍ଟୋବର 2001ରେ ଭାରତର ଦାବି ପରେ ଜାତିସଂଘ ଜୈସ ଏ ମହମ୍ମଦକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ଏହାପରେ 2001ରେ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲା ।

ଏହାପରେ ପାକିସ୍ତାନ ମଧ୍ୟ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲା । 2002ରେ ପାକିସ୍ତାନର ସେତେବେଳର ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଭାରତ ଗସ୍ତ ପୂର୍ବରୁ ଏହି ଘୋଷଣା କରିଥିଲା । ଏହାପରେ ମାର୍ଚ୍ଚ 2002ରୁ ସେପ୍ଟେମ୍ବର 2002 ମଧ୍ୟରେ ଜୈସ ଏ ମହମ୍ମଦ ଇସଲାମାବାଦ, କରାଚି, ମୁରୀ, ବହାବଲପୁର ଏବଂ ଫିଦାୟାନିରେ ଜୋରଦାର ଆକ୍ରମଣ କରିଥିଲା । ଏହାପରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏହି ଆତଙ୍କବାଦୀ ସଂଗଠନ  । ଖୁଦ୍ଦାମ-ଉଲ-ଇସଲାମ ସଂଗଠନ ମାସୁଦ ଆଜାହର ନେତୃତ୍ବରେ ଅନ୍ୟଟି ତହରିକ-ଉଲ-ଫୁରକାନ ସଂଗଠନ ଅବଦୁଲହା ଶାହ ମଜହର ନେତୃତ୍ବରେ । ଏହାପରେ ପାକିସ୍ତାନ ସରକାର ଉଭୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ମାସୁଦ ଅଜହର 'ଅଲ-ରହମତ ଟ୍ରଷ୍ଟ' ରଖିଥିଲା ତା' ସଂଗଠନର ନାମ । ତେବେ ମୁଶାରଫଙ୍କ ଏପରି ନିୟମକୁ ବିରୋଧ କରି ମାସୁଦ ଅଜହର 14 ଏବଂ 25 ଡିସେମ୍ବର 2003ରେ ଆକ୍ରମଣ କରିଥିଲା ।

ତେବେ ପାକିସ୍ତାନ ସରକାରଙ୍କ ଏପରି କଡା ଆଭିମୁଖ୍ୟ ଉପରେ ବୁଝାମଣା କରିଥିଲା ମାସୁଦ ଅଜହର । ଏହାପରେ ଗୁପ୍ତ ଭାବରେ ଆଇଏସଆଇ ମାସୁଦ ଅଜହରକୁ ଭାରତ ବିରୋଧରେ ଶକ୍ତି ବୃଦ୍ଧି କରିବା ପାଇଁ ସହଯୋଗ କରିଥିଲା । 2009ରେ ପାକିସ୍ତାନସ୍ଥିତ ମହାବଲପୁରରେ ସାଢେ 6 ଏକର ଜାଗାରେ ମାସୁଦ ଅଜହର ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିଥିବା ସୂଚନା । ତେବେ 2014ରେ ଲୋକସଭା ନିର୍ବାଚନ ବେଳେ ମାସୁଦ ଆଜାହର ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଥିଲା । ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହା ହେଲେ ତା' ପାଖରେ 300 ଜଣ ଆତ୍ମଘାତୀ ଆକ୍ରମଣକାରୀ ଥିବା ଚେତାବନୀ ଦେଇଥିଲା ।

ତେବେ ପ୍ରଧାନମନ୍ତ୍ରୀ ହେବା ପରେ 25 ଡିସେମ୍ବର 2015ରେ ନରେନ୍ଦ୍ର ମୋଦି ଲାହୋର ଯାଇ ମୁଶାରଫଙ୍କୁ ଭେଟିଥିଲେ । ଏହାପରେ ଜୈସ ଏ ମହମ୍ମଦ ସେପ୍ଟେମ୍ବର 2016ରେ ପଠାନକୋଟ ଏୟାରବେସ ଉପରେ ଆକ୍ରମଣ କରିଥିଲା । ସେପ୍ଟେମ୍ବର 2016ରେ ଉରୀ ଆକ୍ରମଣରେ ଜୈସ ଏ ମହମ୍ମଦର ହାତ ଥିବା ଜଣାପଡିଥିଲା । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଜୈସ ଏ ମହମ୍ମଦ କଶ୍ମୀରରେ ସବୁଠୁ ବଡ ଆତଙ୍କବାଦୀ ସଂଗଠନ ବୋଲି ସୂଚନା ରହିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.